ପରୀ ହତ୍ୟା ମାମଲାର ତଦନ୍ତ ବିଶେଷ ଭାବେ ଅଗ୍ରଗତି କରିନାହିଁ: ହାଇକୋର୍ଟ
17/12/2020 at 6:58 PM

କଟକ୧୭/୧୨: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ରିପୋର୍ଟ ଦାଖଲ କଲା ଏସ୍ଆଇଟି।ଏହି ଘଟଣାରେ ତଦନ୍ତ ବିଶେଷ ଭାବେ ଅଗ୍ରଗତି କରିନାହିଁ ବୋଲି ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି।ଏହି ଘଟଣାରେ ହାଇକୋର୍ଟରେ ଗତକାଲି କ୍ରାଇମବ୍ରାଞ୍ଚ୍ ଦାଖଲ କରିଥିଲା ଷ୍ଟାଟସ୍ ରିପୋର୍ଟ। ଏହି ରିପୋର୍ଟ ଆଧାରରେ ହାଇକୋର୍ଟ ମତ ଦେଇଛନ୍ତି। ଆସନ୍ତା ୨୪ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।
Related Posts
ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆରିଥ୍ମିଆ ଚିକିତ୍ସାର ସୁବିଧା ଉପଲବ୍ଧ
19 January 2021
ଗିରଫ ହେଲେ ୨ ଲୁଟେରା, ଏକା ଦେଖି ଲୁଟୁଥିଲେ ଟଙ୍କା ଓ ମୋବାଇଲ୍
19 January 2021