Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଡ୍ୟୁଟି ସମୟରେ ଏକେ ୪୭ ବନ୍ଧୁକ ଯୁବତୀଙ୍କୁ ଧରିବାକୁ ଦେଇ ନିଲମ୍ବିତ ହେଲେ ହାବିଲଦାର

27/01/2019 at 8:39 PM

ଭୁବନେଶ୍ବର୨୭|୧: ମହାଙ୍ଗା ପଡିଲା ଡ୍ୟୁଟି ସମୟରେ ଜଣେ ଯୁବତୀଙ୍କୁ ଗନ ଦେବା । ପୋଲିସ କମିଶନର ଏହି ଘଟଣାରେ ଅଭିଯୁକ୍ତ ଓଏସଏପି ଷଷ୍ଠ ବାଟାଲିୟର ହାବିଲଦାର ଭାଗ୍ୟଧର ନାୟକଙ୍କୁ ସସପେଣ୍ଡ କରିଛନ୍ତି ।

ଗତକାଲି ଗାନ୍ଧୀମାର୍ଗରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ୟାରେଡରେ ଭାଗ୍ୟଧର ଡ୍ୟୁଟି ସମୟରେ ନିଜର ଏକେ​‌ ୪୭ ବନ୍ଧୁକକୁ ଜଣେ ଯୁବତୀଙ୍କୁ ଦେଇଥିଲେ । ଯାହାର ଭିଡିଓ ଭାଇରାଲ ଭାଇରାଲ ହୋଇଥିଲା ।

ପୋଲିସ ଆର୍ମସ ଆକ୍ଟର ରୁଲ ଅନୁସାରେ ଡ୍ୟୁଟି ସମୟରେ ନିଜର ବନ୍ଧୁକକୁ କାହାକୁ ଦେଇପାରିବେ ନାହିଁ । ତେବେ ଭାଇରାଲ ଭିଡିଓରୁ ଯାହା ଜଣାପଡିଛି ଭାଗ୍ୟଧର ଉକ୍ତ ଯୁବତୀଙ୍କୁ ବନ୍ଧୁକ ଦେଇଛନ୍ତି । ଏହାକୁ ନେଇ ଭାଗ୍ୟଧରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଭୁବନେଶ୍ବର ଡିସିପି ଅନୁପ ସାହୁ କହିଛନ୍ତି ।

   Related Posts