Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଘରୁ ଟାଣି ଦମ୍ପତିଙ୍କୁ ନିର୍ମମ ହତ୍ୟା : ଘଟଣାରେ ୪ ଅଟକ, ଗାଁ ପୁରୁଷ ଶୁନ୍ୟ !

10/09/2020 at 8:47 AM

ଜୟପୁର ୧୦।୦୯: ଘରୁ ଟାଣି ନେଇ ସ୍ବାମୀ ଓ ସ୍ତ୍ରୀକୁ ଅତି ନିର୍ମମ ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦମ୍ପତିଙ୍କୁ  ସଂଘବଦ୍ଧ ଆକ୍ରମଣ ହୋଇଛି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପୋଲିସ ଥାନା ଅନ୍ତର୍ଗତ ଲୁଲା ପଞ୍ଚାୟତ ଅଧିନରେ ଥିବା ଘାଣ୍ଟ୍ରାଗୁଡ଼ା ଗାଁରେ ଘଟଣା ଘଟିଛି ।

ଅନ୍ୟପଟେ ଏହି ଘଟଣା ପରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । ପୋଲିସ ଘଟଣାର ଛାନଭିନ ଜାରିରଖିଛି । ଘଟଣାରେ ସଂପୃକ୍ତି ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି । ସେହିପରି ମୃତ୍ୟୁ ବରଣ କରିଥିବା ଦମ୍ପତ୍ତି ହେଲେ  ୫୦ ବର୍ଷୀୟ ଲୋଛ ମୁଦୁଲି ଏବଂ ୪୫ ବର୍ଷୀୟ ଚିଙ୍ଗି ମୁଦୁଲି । ଦଶମନ୍ତପୁର ପୋଲିସ  ଘଟଣାସ୍ଥଳରେ  ପହଞ୍ଚି ମୃତଦେହ  ଜବତ  କରିଛି ।

   Related Posts