ଯୁବକଙ୍କୁ ପଥର ଛେଚି ହତ୍ୟା ! ରାସ୍ତାରେ ପଡି ରହିଛି ରକ୍ତ ଜୁଡୁବୁଡୁ ମୃତଦେହ

Published By : Prameya-News7 Bureau | February 21, 2021 IST

ଜୟପୁର,୨୧/୦୨: କୋରାପୁଟ ଜିଲ୍ଲା  ଜୟପୁର କୁମ୍ଭାର ସାହିରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପଥରରେ ଛେଚି ଯୁବକଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିବା ସୂଚନା ମିଳିଛି ।

ତେବେ ରାସ୍ତାରେ ଏବେବି ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡି ରହିଛି । ଘଟଣା ସ୍ଥଳରେ ପୋଲିସ୍ ଏଯାଏ ପହଞ୍ଚି ନଥିବା ଜଣାପଡିଛି । ମୃତ ଯୁବକ କିଏ ତାଙ୍କ ପରିଚୟ ମିଳିପାରିନାହିଁ । ଯୁବକଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ମଧ୍ୟ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.