Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ମାତିଛନ୍ତି ହାତୀପଲ : ନଷ୍ଟ କଲେ ଫସଲ, ଭାଙ୍ଗିଲେ ଘର

24/05/2021 at 12:06 PM

ମୋହନା,୨୪/୦୫ : ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଅଧିନସ୍ଥ ବଡପଦା  ମଣିବନ୍ଧ ଓ ସିନ୍ଧବା ଗାଁ ନିକଟରେ ବୁଲୁଛନ୍ତି ହାତୀପଲ ।  ୧୫ ଟିକିଆ ହାତୀପଲରେ ୯ଟି ମାଇ ହାତୀ , ୨ ଦନ୍ତା ଓ ୪ ଟି ଛୁଆ ହାତୀ ଅଛନ୍ତି ।

ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ଓ ଫଳ ଗଛ ନଷ୍ଟ ହୋଇଥିବା ବେଳେ ହାତୀପଲ କିଛି କୁଡ଼ିଆ ଘର ଭାଙ୍ଗି ଦେଇଛନ୍ତି   ।  ସିନ୍ଧବା ଗାଁରେ ପଶି ହାତୀପଲ ଆମ୍ବ, ପଣସ , କାଜୁ ଗଛ ନଷ୍ଟ କରିଥିବା ବେଳେ ରବିବାର ବାଦପୁର ଗାଁରେ ଶଙ୍କର ଦଳାଇ, ଭିନସେନ ଦଳାଇ ଓ ଉପେନ୍ଦ୍ର ଦଳାଇଙ୍କର ବାଇଗଣ, ଚିନାବାଦାମ, ଆମ୍ବ ପଣସ ଗଛ ସବୁ  ନଷ୍ଟ କରିଦେଇଛନ୍ତି ।

ସେହିପରି ଶଙ୍କର ଦଳାଇଙ୍କର କୁଡ଼ିଆ ଘର ଭାଙ୍ଗି ଦେଇଛନ୍ତି ହାତୀ । ବନ ବିଭାଗ କର୍ମଚାରୀ ହାତୀପଲର ଗତିବିଧି ଉପରେ ନଜର  ରଖିବା ସହସେମାନଙ୍କୁ ଜଙ୍ଗଲ ମଧ୍ୟକୁ ଘଉଡାଇବା ପାଇଁ ଚେଷ୍ଟା କରୁଛନ୍ତି ।

   Related Posts