ମଳିପଡ଼ା ନିକଟରେ ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

Published By : Prameya-News7 Bureau | October 09, 2020 IST

ଖୋର୍ଦ୍ଧା୯/୧୦:  ଖୋର୍ଦ୍ଧା  ବନଖଣ୍ଡର ମଳିପଡ଼ା - ଦଲକ ରାସ୍ତା  ମଝିରେ  ଏକ ହାତୀ ର ମୃତ୍ୟୁ  । ଘଟଣା  ସ୍ଥଳରେ  ଖୋର୍ଦ୍ଧା  ବନବିଭାଗ  ପହଞ୍ଚି  ତଦନ୍ତ  ଆରମ୍ଭ କରିଛି  । ହାତୀ  ମୃତ୍ୟୁ ର କାରଣ ଅସ୍ପଷ୍ଟ । ମୃତ ହାତୀ  ଦେଖିବାକୁ ଲୋକଙ୍କ ଭିଡ ଲାଗିଛି । ହାତୀଟି ଦଳ ଭିତରେ ଥିଲା । ଟିମକୁ ଡକାଯାଇଛି  ହାତୀ ମୃତ୍ୟୁକୁ ନେଇ ଯାଞ୍ଚ କରିବା ପାଇଁ  ସୂଚନା ଦେଲେ ଖୋର୍ଦ୍ଧା Acfo ଗୌର ଗୋପାଳ ସିଂହ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.