Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଚାଲିଥିଲା ହାଟ, ଭାଙ୍ଗିଗଲା ବରଗଛର ଡାଳ : ୨ ଗୁରୁତର

8/04/2021 at 8:30 AM

ଚଣ୍ଡିଖୋଲ, ୦୮।୦୪:  ହାଟରେ ଗଛପଡି ୫ ଆହତ । ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଅଛି ।  ଏପରି ଏକ ଅଘଟଣ ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସାଉଡିଆ ଗ୍ରାମପଞ୍ଚାୟତରେ ।

ସୂଚନାନୁସାରେ, ଗ୍ରାମରେ ସାପ୍ତାହିକ ହାଟ ଚାଲିଥିବା ସମୟରେ ହଠାତ ବରଗଛ ଡାଳ ଭାଙ୍ଗିପଡିଥିଲା । ଗଛ ତଳେ ଅନେକ ବ୍ୟବସାୟୀ ଓ ଗ୍ରାହକ ଥିବା ବେଳେ ଗଛ ଡାଳ ଦୁଇ ଜଣକ ଉପରେ ପଡିଥିଲା । ଜଣଙ୍କ ମୁଣ୍ଡ ଉପରେ ଡାଳ ପଡିଥିବା ବେଳେ ଅନ୍ୟ ଜଣେ ମଧ୍ୟ ଗୁରୁତର ଅଛନ୍ତି ।ଦୁଇ ଗୁରୁତରଙ୍କ ଗୋପାଳପୁର କ୍ଷେତ୍ର ଚିକିତ୍ସାଳୟରୁ ବଡ଼ଚଣା ଓ ପରେ କଟକ ସ୍ଥାନାନ୍ତରିତ ର କରାଯାଇଛି

ଏହି ହାଟ ସପ୍ତାହରେ ଦୁଇଥର ବସୁଥିବା ବେଳେ ପାଖାପାଖି ୬ରୁ ଉର୍ଦ୍ଧ୍ୱ ଗ୍ରାମପଞ୍ଚାୟତ ଲୋକ ଏହା ଉପରେ ନିର୍ଭର କରିଥାନ୍ତି । ସରକାର ଲକ୍ଷ ଲକ୍ଷ ଟଙ୍କା ବାଲିକୁଦା ହାଟ ପାଇଁ ଖର୍ଚ୍ଚ କରୁଥିଲେ ସୁଦ୍ଧା ହାଟ କର୍ତୃପକ୍ଷଙ୍କ ଓ ପ୍ରଶାସନର ଦାୟିତ୍ୱହୀନତାକୁ ସ୍ଥାନୀୟ ଅଞ୍ଚଳ ବାସୀ ପ୍ରଶ୍ନ କରିଛନ୍ତି ।

   Related Posts