Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କ୍ୟାଟ୍ରିନା ଓ ଭିକିଙ୍କ ବିବାହ ପାଇଁ ସଲମାନ ଘୁଞ୍ଚାଇଲେ ‘ଟାଇଗର-୩’ର ଶୁଟିଂ!

10/11/2021 at 2:44 PM

ମୁମ୍ବାଇ ୧୦।୧୧ : ଏବେ କ୍ୟାଟ୍ରିନାଙ୍କ ବିବାହ ନେଇ ଜୋରଦାର ଚର୍ଚ୍ଚା ହେଉଛି। ବି-ଟାଉନ ସେଲେବ୍ରିଟିମାନେ ମଧ୍ୟ ଏ ଦୁହିଁଙ୍କ ବିବାହକୁ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ରାଜସ୍ଥାନର ଏକ ବଡ ପ୍ୟାଲେସରେ ଡିସେମ୍ବରରେ ଭିକ୍କି ଏବଂ କ୍ୟାଟ୍ରିନାଙ୍କ ବିବାହ ହେବା ନେଇ କୁହାଯାଉଛି। ବର୍ତ୍ତମାନ ନିଜ ଗ୍ରାଣ୍ଡ ୱେଣ୍ଡିଂ ପାଇଁ ଦୁହେଁ କାମରୁ କିଛି ସମୟ ପାଇଁ ବ୍ରେକ ମଧ୍ୟ ନେଇଛନ୍ତି। ଏହାରି ଭିତରେ ଖବର ଆସିଛି ଯେ, ବଲିଉଡର ଭାଇଜାନ ସଲମାନ ଖାନ ମଧ୍ୟ ନିଜ ଶୁଟିଂ ଅଟକାଇ ଦେଇଛନ୍ତି। କ୍ୟାଟ୍ରିନାଙ୍କ ବିବାହ ପାଇଁ ସେ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଟାଇଗର-୩’ର ଶୁଟିଂ ସ୍ଥଗିତ ରଖିଛନ୍ତି।

ତେବେ ସଲମାନ ନିଜ କୋ-ଷ୍ଟାର କ୍ୟାଟ୍ରିନାଙ୍କ ବିବାହରେ ଯୋଗ ଦେବା ପାଇଁ ଶୁଟିଂ ଅଟକାଇ ଦେଇଥିବା ନେଇ ଚର୍ଚ୍ଚା ହେଉଛି। ଜାନୁଆରୀରେ ଶୁଟିଂକୁ ରିସିଡ୍ୟୁଲ କରାଯାଇଛି। କେବଳ ଏତିକି ନୁହେଁ ସଲମାନ ତାଙ୍କ ଘନିଷ୍ଠ ବନ୍ଧୁ ଶାହରୁଖଙ୍କ ପାଇଁ ଦୁଇଟି ଫିଲ୍ମର ଶୁଟିଂ ତାରିଖ ମଧ୍ୟ ଆଗକୁ ବଢାଇ ଦେଇଛନ୍ତି।

   Related Posts