ପୁଞ୍ଜିଲାଲ ମେହେରଙ୍କୁ ମିଳିଲା ଅନ୍ତରୀଣ ଜାମିନ୍…
22/01/2020 at 10:15 PM

ବଲାଙ୍ଗୀର୨୨/୧: ପୁଞ୍ଜିଲାଲ ମେହେରଙ୍କୁ ଅନ୍ତରୀଣ ଜାମିନ୍। ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବେ।ମା ବିସ୍ଫୋରଣ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ୪ ଦିନିଆ ଜାମିନ୍ ପ୍ରଦାନ କରିଛନ୍ତି ହାଇକେ।ର୍ଟ। ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ୪ ଦିନିଆ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି କେ।ର୍ଟ ।
୨୪ ତାରିଖରେ ଜେଲରୁ ବାହାରିବେ ପୁଞ୍ଜିଲାଲ । ତେବେ ୨୮ ତାରିଖ ଭିତରେ ଜେଲରେ ହାଜର ହେବା ନେ।ଟିସ୍ ଜାରି କରାଯାଇଛି । ତେବେ ବାହାରକୁ ଗଲେ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଜଣାଇବାକୁ ପଡିବ । ଏଥି ସହ ଜାମିନରେ ବାହାରିଥିବା ବେଳେ ଗଣମାଧ୍ୟମ ସହ କଥା ହେ।ଇ ପାରିବେନି ବେ।ଲି ସର୍ତ୍ତ ରଖାଯାଇଛି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021