Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ହରିୟାଣ ବିଧାନସଭା ନିର୍ବାଚନ: ହାରିଲେ କମନଓ୍ବେଲଥ୍ ଗୋଲ୍ଡ ମେଡାଲିଷ୍ଟ ରେସଲର ବବିତା ଫୋଗାଟ୍

24/10/2019 at 5:37 PM

ହରିୟାଣ୨୪|୧୦:  ନିକଟରେ ହରିୟାଣ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଏଥିସହ ନର୍ବାଚନୀ ଫଳାଫଳ ମଧ୍ୟ ବାହାରି ସାରିଛି। ହରିୟାଣର ଗୌତମ ବୁଦ୍ଧ ନଗର ଜିଲ୍ଲାର ଦାଦ୍ରୀ ବିଧାନସଭା ଆସନ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଚାଲିଛି। ବିଶେଷ କରି ରେସଲର ବବିତା ଫୋଗାଟଙ୍କ ନେଇ ବେଶ ଚର୍ଚ୍ଚା ଚାଲିଛି।

ଦାଦ୍ରୀ ବିଧାନସଭା ଆସନରେ ଭାରତୀୟ ଜନତା ଦଳରୁ କମନଓ୍ବେଲଥ୍‌ ଗେମ୍ସର ଗୋଲ୍ଡ ମେଡାଲିଷ୍ଟ ରେସଲର୍‌ ବବିତା ଫୋଗାଟ୍‌ ନିର୍ବାଚନ ଲଢ଼ୁଥିଲେ। ସେହିପରି ବହୁଜନ ସାମାଜ ପାର୍ଟରୁ ବକ୍ସି ସାଇନୀ, ବିକାଶ ଇଣ୍ଡିଆ ପାର୍ଟରୁ ଲଖନ ସିଂହ, ଇଣ୍ଡିଆ ନ୍ୟାସନାଲ ଲୋକ୍‌ ଦଳରୁ ନୀତିନ ପାଲ ଜଙ୍ଘୁ, ସ୍ବାରାଜ ଇଣ୍ଡିଆ ପାର୍ଟିରୁ ସଞ୍ଜିବ୍‌ ଗୋଦରା ଓ ଜନନାୟକ ଜନ୍ତା ପାର୍ଟିରୁ ସତପାଲ ସଙ୍ଗଓ୍ବାନ ଓ ରାଷ୍ଟ୍ରୀୟ ଜନତା ଦଳରୁ ସୁରେନ୍ଦ୍ର ସିଂହ  ନିର୍ବାଚନ ଲଢ଼ୁଥିଲେ।

ଚଳିତ ନିର୍ବାଚନାରେ ବବିତା ଏତେ ଭଲ ପ୍ରଦର୍ଶନ କରି ପାରିନଥିଲେ। ଯାହାଫଳରେ  ବବତା ଜନନାୟକ ଜନତା ପାର୍ଟିର ସତପାଲଙ୍କୁ ପରାସ୍ତ ହୋଇଥିଲେ।

   Related Posts