Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଚୋରର ଅଜବ କାରନାମା: ଚୋରୀ କରି ମାଗିଲା କ୍ଷମା, ପେପରରେ ଲେଖିଲା ସରି….

23/04/2021 at 11:02 AM

ହରିୟାଣା ୨୩/୪: ମହାମାରୀ ସମୟରେ ଦୈନିକ ଅନେକ ଗୁଡିଏ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ସାରା ଦେଶରେ ସଂକ୍ରମଣ ବୃଦ୍ଧି କାରଣରୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ଭିତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଚୋରୀ ଚୋରୀ ବି କରିଛି ଆଉ ସରି ବି ମାଗିଛି । ହରିୟାଣାର ଜିନ୍ଦରୁ ନଜର ଆସିଛି ଏଭଳି ଚିତ୍ର । ଭ୍ୟାକ୍ସିନ ଚୋରୀ ହେବାର କିଛି ଘଣ୍ଟା ପରେ ଚୋର ପୁଣି ଆଣି ଫେରାଇଦେଇଛି । ତା ପୁଣି ସରି ମାଗିବା ସହ ।

yahoo.com

ସୂଚନାଥାଉକି, ବିଲମ୍ୱିତ ରାତିରେ ଜିନ୍ଦରେ ଜଣେ ଚୋର କୋଭିସିଲ୍ଡର ୧୮୨ ଡୋଜ୍ ଓ କୋଭା୍ୟାକ୍ସିନର ୪୪୦ ଡୋଜ୍ ଚୋରୀ କରି ନେଇଥିଲା । ତେବେ ସେହି ଚୋର ଗୁରୁବାର ଦିନ ଚୋରୀ କରି ନେଇଥିବା ଏହି ସବୁ ଭ୍ୟାକ୍ସିନକୁ ଛାଡି ଚାଲିଯାଇଛି । ଜିନ୍ଦ ସିଭିଲ୍ ଲାଇନ୍ ପୋଲିସ ଷ୍ଟେସନ ବାହାରେ ଥିବା ଚା ଦୋକାନରେ ଭ୍ୟାକସିନର ବାରିୟେଲ ସବୁ ଛାଡିଚାଲିଯାଇଥିଲେ । କେବଳ ସେତିକି ନୁହେଁ ଚୋରଟି ଏକ ପେପରେ ହାତ ଲେଖା ନୋଟ୍ ମଧ୍ୟ ଛାଡି ଯାଇଛି । ଯେଉଁଥିରେ ଲେଖା ଅଛି ଏହା କରୋନା ଭ୍ୟାକ୍ସିନ ବୋଲି ମୋତେ ଜଣା ନଥିଲା।

   Related Posts