ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, ଚିକିତ୍ସା ଅଭାବରୁ ଆଖିବୁଜିଲେ ଡାକ୍ତର

ବଲାଙ୍ଗୀର ୧୮।୦୪: କରୋନା ଭଳି ମହାମାରୀରେ ଆଗଧାଡିର ଯୋଦ୍ଧା ସାଜିଥିଲେ ଡାକ୍ତର । ଲୋକଙ୍କୁ ସଚେତନ ଓ ଚିକିତ୍ସା ପାଇଁ  ନିଜ ଜୀବନକୁ ବାଜି ଲଗାଇଥିଲେ ଡାକ୍ତର । ନିରଳ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିଲେ ଡା. ଦିଲ୍ଲୀପ ଷଡ଼ଙ୍ଗୀ । କରୋନା ଯୋଦ୍ଧା ଭାବେ ପ୍ରଥମ ପର୍ଯ୍ୟାୟରେ ଦୁଇଟିଯାକ ଡୋଜ ଟିକା ନେଇଥିଲେ । କିନ୍ତୁ ଟିକା ନେବାର ପ୍ରାୟ ଦୁଇମାସ ପରେ କରୋନାର ଆକ୍ରାନ୍ତ ହେଲେ ଦିଲ୍ଲୀପ । ଅନ୍ୟକୁ ଚିକିତ୍ସା କରୁଥିବା ଡାକ୍ତର ନିଜେ … Continue reading ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, ଚିକିତ୍ସା ଅଭାବରୁ ଆଖିବୁଜିଲେ ଡାକ୍ତର