ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ହରିଚନ୍ଦନପୁର ବିଡ଼ିଓଙ୍କୁ ଚାପୁଡ଼ା ମାରିଲେ ଠିକାଦାର

21/08/2018 at 3:44 AM

ଘଟଗାଁ ୨୧/୮ : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ବିଡ଼ିଓଙ୍କୁ ଠିକାଦାର ମାଡ ମାରିଥିବା ଅଭିଯୋଗ ହୋଇଛି | ବିଡ଼ିଓ ବିଜୟାନନ୍ଦ ସେଠୀ ନିକଟସ୍ଥ ହୁଣ୍ଡା ଗାଁକୁ ରାସ୍ତା କାମ ତଦାରଖ ପାଇଁ ଯାଇଥିବା ବେଳେ ସେଠାରେ ଠିକାଦାରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା | ରାସ୍ତା କାମ ନିମ୍ନ ମାନର ହୋଇଥିବା ନେଇ ଏହି ଯୁକ୍ତିତର୍କ ଚାଲିଥିବା ବେଳେ ଠିକାଦାର ପ୍ରସନ୍ନ ନାୟକ ବିଡ଼ିଓଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ | ଏହା ପରେ ବିଡ଼ିଓ ବିଜୟାନନ୍ଦ ସେଠୀ ହରିଚନ୍ଦନପୁର ଥାନାରେ ଠିକାଦାର ପ୍ରସନ୍ନ ନାୟକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି | ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ହରିଚନ୍ଦପୁର ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ | ବିଡ଼ିଓଙ୍କ ଉପରେ ଆକ୍ରମଣ ଘଟଣାକୁ ବ୍ଲକ କର୍ମଚାରୀଙ୍କ ପକ୍ଷରୁ ନିନ୍ଦା କରାଯାଇଛି | ପରିସ୍ଥିତି ଉତ୍ତେଜନା ପୁର୍ଣ ରହିଛି |

   Related Posts