Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୃତୀୟ ଦିନିକିଆ: ୩ ଓ୍ବିକେଟ୍‌ରେ ଶ୍ରୀଲଙ୍କା ବିଜୟୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୪୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୬ ଡିସଚାର୍ଜ
  • ||
  • ରାଜଧାନୀରେ ବଢୁଛି ଆକ୍ଟିଭ କେସ୍ : ଭୁବନେଶ୍ବରରୁ ଦିନକରେ ୩୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୫ ସୁସ୍ଥ
  • ||
  • କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ, ତଥାପି ଆସିନି ସମ୍ପୂର୍ଣ୍ଣ ଆଶ୍ୱସ୍ତିର ସମୟ, ସତର୍କତାର ମନ୍ତ୍ର ସହ ମୁଖ୍ୟମନ୍ତ୍ରୀ କହିଲେ- ସ୍ୱାସ୍ଥ୍ୟସେବାକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା
  • ||
  • +୩ ରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା କୋର୍ସ, ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ||
  • ଜି.ଉଦୟଗିରି : ପୁଅ ଓ ଝିଅକୁ କୂଅରେ ଫିଙ୍ଗି ମାରିଦେଲେ, ବାପା ଓ ମା’ ଗିରଫ
  • ||
  • ଭୁବନେଶ୍ବର : ‘ନୀଳାଦ୍ରି ବିଜେ’ ଅବସରରେ ନ୍ୟୁଜ୍ ୭ ପ୍ରସ୍ତୁତ କଲା ଆଉ ୨ଟି ଓଡିଆ ଭଜନ- ‘ବଡଦାଣ୍ଡ କାନ୍ଦେ କଇଁକଇଁ’ ଓ ‘ଏତେ ଅଭିମାନ କିଆଁ’
  • ||
  • ସୁନ୍ଦରଗଡ : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ମହିଳାଙ୍କ ସମେତ ୨ ଗୁରୁତର
  • ||
  • ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ : କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ପାଇଁ ଲଢିବ ଘରୋଇ ଦଳ
  • ||
  • ଗଜପତି : ଖୋଲିବ କି ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ : କାର୍ଯ୍ୟାଳୟରେ ଡିଏଫଓଙ୍କୁ ଚାଲିଛି ଜେରା
  • ||

ସୋସିଆଲ ମିଡ଼ିଆରେ ପୁଅର ପ୍ରଥମ ଫଟୋ ସେୟାର କଲେ ହାର୍ଦିକ ପାଣ୍ଡ୍ୟା

1/08/2020 at 12:44 PM

ମୁମ୍ବାଇ ୦୧/୦୮ : ଭାରତୀୟ କ୍ରିକେଟର ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଦୁଇ ଦିନ ପୂର୍ବରୁ ଏକ ଶିଶୁ ପୁତ୍ରର ବାପା ହୋଇଛନ୍ତି | ୨୬ ବର୍ଷ ବୟସ୍କ ହାର୍ଦିକ ପାଣ୍ଡ୍ୟା ସୋସିଆଲ ମିଡ଼ିଆରେ ଏନେଇ ସୂଚନା ଦେଇଥିଲେ | ଶିଶୁର ହାତକୁ ଧରିଥିବା ଏକ ଫଟୋ ହାର୍ଦିକ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ | ଆଜି ସେ ନିଜ ପୁତ୍ର ସନ୍ତାନର ଏକ ଫଟୋ ସେୟାର କରିଛନ୍ତି | ପୁଅକୁ କୋଳରେ ଧରି ହାର୍ଦିକ ଏକ ଫଟୋ ସେୟାର କରିଛନ୍ତି |

ଫଟୋ ସେୟାର କରି ହାର୍ଦିକ କ୍ୟାପସନ ଲେଖିଛନ୍ତି, ଭଗବାନଙ୍କ ଆଶୀର୍ବାଦ…ଏହାସହ ନିଜ ପତ୍ନୀ ନତାସାଙ୍କୁ ପ୍ରେମ ନିବେଦନ ମଧ୍ୟ କରିଛନ୍ତି | ଶିଶୁର ଫଟୋ ସେୟାର କରିବା ପରେ ପ୍ରଶଂସକ ଶୁଭେଚ୍ଛା ଜଣାଇଛନ୍ତି | ପ୍ରଶଂସକ ହାର୍ଦିକଙ୍କୁ ଉତ୍ସାହର ସହ ପଚାରିଛନ୍ତି ପୁଅର ନାଁ କଣ ରଖିବେ |

ପାଣ୍ଡ୍ୟା ଚଳିତ ବର୍ଷ ଜାନୁଆରୀ ୧ ତାରିଖରେ ନତାସାଙ୍କ ସହ ନିର୍ବନ୍ଧ କରିଥିଲେ | ମେ ମାସରେ ଉଭୟ ନୂଆ ଅତିଥି ଆସିବା ନେଇ ଖବର ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ | ସେ ଓ ନତାସା ଶିଶୁ ଜନ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ବୋଲି ପାଣ୍ଡ୍ୟା କହିଥିଲେ |

   Related Posts