Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କଟକ ମାଲଗୋଦାମ ପୋଲିସର ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ମନୁ ସ୍ବାଇଁ ଆହତ

19/03/2019 at 8:16 AM

କଟକ ମାଲଗୋଦାମ ଥାନା ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ଆହତ ହୋଇଛି ଦୁର୍ଦାନ୍ତ ଅପରାଧୀ ମନୁ ମନୋଜ କୁମାର ସ୍ବାଇଁ । ବିଶ୍ବ ଗୁରୁ କଲେଜ ପଡିଆ ନିକଟରେ ଏହି ଏନକାଉଣ୍ଟର ହୋଇଛି । ଗତ ଶନିବାର ମାଲଗୋଦାମ ବ୍ୟବସାୟୀ ଦାମୋଦର ଭାଓ ସିଙ୍କାର ତଣ୍ଟି କାଟି ଟଙ୍କା ନେବାକୁ ଉଦ୍ୟମ କରିଥିଲା ମନୁ । ମନୁ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି  ।

ପୋଲିସ ଉପରକୁ ବୋମାମାଡ କରି ଖସି ଯିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ  ମନୁକୁ ଏନକାଉଣ୍ଟର କରିଛି । ଏନକାଉଣ୍ଟର ସମୟରେ ମାଲଗୋଦାମ ଥାନା ଇନିସପେକ୍ଟର ରବି ନାରାୟଣ ଭଞ୍ଜଙ୍କ ସମେତ ୩ ଆହତ ହୋଇଛନ୍ତି । ମନୁ ଠାରୁ ୩ଟି ଅଫୁଟା ବୋମା ଜବତ ହୋଇଛି । ଗ୍ୟାଙ୍ଗଷ୍ଟାଲ ସୁଲେମାନ ପାଇଁ  ମନୁ କାମ କରୁଥିଲା ।

   Related Posts