Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଝଲସୁଛି ପୂରା ଦେଶ: ଫଟୋରେ ଫଟୋରେ ଆଲୋକର ପର୍ବ ଦୀପାବଳି

4/11/2021 at 7:47 PM

ଭୁବନେଶ୍ବର ୦୪/୧୧: ଆଲୋକର ପର୍ବ ଦୀପାବଳିକୁ ନେଇ ଏବେ ସାରା ଦେଶରେ ଉତ୍ସବର ମାହୋଲ। ଘରଠୁ ସୀମା ଯାଏଁ ଦୀପାବଳି ମନାଇବା ପାଇଁ ଉତ୍ସାହ ଦେଖାଦେଇଛି। କରୋନା ପ୍ରଭାବରୁ ଫିକା ପଡ଼ିଥିବା ଆଲୋକ ପର୍ବ ପୁଣି ଥ​‌ରେ ଝଲସି ଉଠିଛି। ଫଟୋରେ ଫଟୋରେ ଦେଖନ୍ତୁ ଦୀପାବଳି ପାଳନର କିଛି ନିଆରା ମୁହୂର୍ତ୍ତ।

ସୀମାରେ ସେନା ଦୀପାବଳି ପାଳନ କରୁଥିବାର ଏ ହେଉଛି ଝଲକ। ଉତ୍ତରାଖଣ୍ଡରେ ୧୪ ହଜାର ଫୁଟ୍‌ ଉଚ୍ଚରେ ଆଇଟିବିପି ଯବାନମାନେ ଦୀପ ଲଗାଇ ଉତ୍ସବ ପାଳନ କରିଛନ୍ତି।

ଛତିଶଗଡ଼ର ରାଜନାନ୍ଦଗ୍ରମାରେ ଆଇଟିବିପି ଯବାନ ପାଳିଲେ ଦୀପାବଳି

ତ୍ୟାଗରାଜ ଷ୍ଟାଡିୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ତାଙ୍କ ପତ୍ନୀ ସୁନୀତା କେଜ୍ରିଓ୍ବାଲ  ଉତ୍ସବରେ ଯୋଗ ଦେଇଛନ୍ତି।

ପଞ୍ଚବାର ଅମୃତସରରେ ଦୀପାବଳି ପାଳିତ।

ଉତ୍ତରାଖଣ୍ଡରେ କେଦାରନାଥ ମନ୍ଦିରରେ ଆଳତୀ ବେଳର ଦୃଶ୍ୟ।

ଆମେରିକାର ନ୍ୟୁର୍କରେ ମଧ୍ୟ ପାଳନ ହୋଇଛି ଆଲୋକ ପର୍ବ

   Related Posts