ଝଲସୁଛି ପୂରା ଦେଶ: ଫଟୋରେ ଫଟୋରେ ଆଲୋକର ପର୍ବ ଦୀପାବଳି

Published By : Prameya-News7 Bureau | November 04, 2021 IST

ଭୁବନେଶ୍ବର ୦୪/୧୧: ଆଲୋକର ପର୍ବ ଦୀପାବଳିକୁ ନେଇ ଏବେ ସାରା ଦେଶରେ ଉତ୍ସବର ମାହୋଲ। ଘରଠୁ ସୀମା ଯାଏଁ ଦୀପାବଳି ମନାଇବା ପାଇଁ ଉତ୍ସାହ ଦେଖାଦେଇଛି। କରୋନା ପ୍ରଭାବରୁ ଫିକା ପଡ଼ିଥିବା ଆଲୋକ ପର୍ବ ପୁଣି ଥ​‌ରେ ଝଲସି ଉଠିଛି। ଫଟୋରେ ଫଟୋରେ ଦେଖନ୍ତୁ ଦୀପାବଳି ପାଳନର କିଛି ନିଆରା ମୁହୂର୍ତ୍ତ।

ସୀମାରେ ସେନା ଦୀପାବଳି ପାଳନ କରୁଥିବାର ଏ ହେଉଛି ଝଲକ। ଉତ୍ତରାଖଣ୍ଡରେ ୧୪ ହଜାର ଫୁଟ୍‌ ଉଚ୍ଚରେ ଆଇଟିବିପି ଯବାନମାନେ ଦୀପ ଲଗାଇ ଉତ୍ସବ ପାଳନ କରିଛନ୍ତି।

wp:embed {"url":"https://twitter.com/ANI/status/1456257854818582530","type":"rich","providerNameSlug":"twitter","responsive":true}
https://twitter.com/ANI/status/1456257854818582530
/wp:embed

ଛତିଶଗଡ଼ର ରାଜନାନ୍ଦଗ୍ରମାରେ ଆଇଟିବିପି ଯବାନ ପାଳିଲେ ଦୀପାବଳି

wp:embed {"url":"https://twitter.com/ANI/status/1456257586391519233","type":"rich","providerNameSlug":"twitter","responsive":true}
https://twitter.com/ANI/status/1456257586391519233
/wp:embed

ତ୍ୟାଗରାଜ ଷ୍ଟାଡିୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ତାଙ୍କ ପତ୍ନୀ ସୁନୀତା କେଜ୍ରିଓ୍ବାଲ  ଉତ୍ସବରେ ଯୋଗ ଦେଇଛନ୍ତି।

wp:embed {"url":"https://twitter.com/ANI/status/1456254063150915596","type":"rich","providerNameSlug":"twitter","responsive":true}
https://twitter.com/ANI/status/1456254063150915596
/wp:embed

ପଞ୍ଚବାର ଅମୃତସରରେ ଦୀପାବଳି ପାଳିତ।

wp:embed {"url":"https://twitter.com/ANI/status/1456254720171859977","type":"rich","providerNameSlug":"twitter","responsive":true}
https://twitter.com/ANI/status/1456254720171859977
/wp:embed

ଉତ୍ତରାଖଣ୍ଡରେ କେଦାରନାଥ ମନ୍ଦିରରେ ଆଳତୀ ବେଳର ଦୃଶ୍ୟ।

wp:embed {"url":"https://twitter.com/ANI/status/1456251130879492099","type":"rich","providerNameSlug":"twitter","responsive":true}
https://twitter.com/ANI/status/1456251130879492099
/wp:embed wp:embed {"url":"https://twitter.com/ANI/status/1456241936797339658","type":"rich","providerNameSlug":"twitter","responsive":true}
https://twitter.com/ANI/status/1456241936797339658
/wp:embed

ଆମେରିକାର ନ୍ୟୁର୍କରେ ମଧ୍ୟ ପାଳନ ହୋଇଛି ଆଲୋକ ପର୍ବ

wp:embed {"url":"https://twitter.com/ANI/status/1456249870189150212","type":"rich","providerNameSlug":"twitter","responsive":true}
https://twitter.com/ANI/status/1456249870189150212
/wp:embed {"id":538513,"width":616,"height":452,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.