Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଡ୍ରଗ୍ସ ମାଫିଆ ଲିଙ୍କ୍‌ରେ ହାବିଲଦାର ଗିରଫ, ମାଫିଆଙ୍କୁ ଯୋଗାଉଥିଲା ସମସ୍ତ ତଥ୍ୟ

21/09/2019 at 4:10 PM

ବାଲେଶ୍ବର ୨୧।୯: ଡ୍ରଗ୍ସ ମାଫିଆ ଲିଙ୍କ୍ ରେ ହାବିଲଦାର ଗିରଫ ହୋଇଛନ୍ତି । ବାଲେଶ୍ବରର ଜଣେ ହାବିଲଦାରଙ୍କୁ ଗିରଫ କରିଛି ଏସଟିଏଫ । ବ୍ରାଉନସୁଗାର ମାଫିଆ ସେକ୍ ରାଜାର ଲିଙ୍କ୍ ଅଭିଯୋଗରେ ହାବିଲଦାର ରଞ୍ଜନ କୁମାର ସାହୁଙ୍କୁ ଗିରଫ କରାଯାଇଛି । ସେ ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରହିଛନ୍ତି । ରଞ୍ଜନ ମାଫିଆମାନକୁ ପୋଲିସର ସମସ୍ତ ସବୁ ତଥ୍ୟ ଯୋଗାଉଥିବା ଅଭିଯୋଗ ହୋଇଛି ।

   Related Posts