ଡ୍ରଗ୍ସ ମାଫିଆ ଲିଙ୍କ୍‌ରେ ହାବିଲଦାର ଗିରଫ, ମାଫିଆଙ୍କୁ ଯୋଗାଉଥିଲା ସମସ୍ତ ତଥ୍ୟ

Published By : Prameya-News7 Bureau | September 21, 2019 IST

ବାଲେଶ୍ବର ୨୧।୯: ଡ୍ରଗ୍ସ ମାଫିଆ ଲିଙ୍କ୍ ରେ ହାବିଲଦାର ଗିରଫ ହୋଇଛନ୍ତି । ବାଲେଶ୍ବରର ଜଣେ ହାବିଲଦାରଙ୍କୁ ଗିରଫ କରିଛି ଏସଟିଏଫ । ବ୍ରାଉନସୁଗାର ମାଫିଆ ସେକ୍ ରାଜାର ଲିଙ୍କ୍ ଅଭିଯୋଗରେ ହାବିଲଦାର ରଞ୍ଜନ କୁମାର ସାହୁଙ୍କୁ ଗିରଫ କରାଯାଇଛି । ସେ ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରହିଛନ୍ତି । ରଞ୍ଜନ ମାଫିଆମାନକୁ ପୋଲିସର ସମସ୍ତ ସବୁ ତଥ୍ୟ ଯୋଗାଉଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.