Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||

ଡବଲ୍ ମର୍ଡର: ‘ହନୁମାନ ପଇସା’ ମୂଲଚାଲରୁ ଝଗଡ଼ା, ୨ ଯୁବକଙ୍କୁ ହତ୍ୟା !

18/08/2020 at 4:00 PM

ନୂଆପଡା୧୮/୮: ନୂଆପଡା ଜିଲ୍ଲାରେ ଡବଲ୍ ମର୍ଡର । ତିନିଦିନ ତଳେ ନିଖୋଜ ଥିବା ୨ ଯୁବକଙ୍କ ଗଳିତ ମୃତଦେହ ସୁନାବେଡା ମାଓ ପ୍ରବଣ ଅଞ୍ଚଳ ହଲପାପାଲି ବଙ୍ଗାଘାଟି ନାଳରୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ,  ହନୁମାନ  ପଇସା (ତମ୍ବା ପଇସା) ଡିଲ୍‌ ପାଇଁ ଗତ ୧୫ ତାରିଖରେ କୋମନା ଥାନା ରେଙ୍ଗାବାହାଲ ଗ୍ରାମର ଜଣେ ଯୁବକ ପଦ୍ମନ ମାଝୀଙ୍କ ସହ ଲଖନା ଥାନା ଘାଟିପଡାର ଜଣେ ଯୁବକ ପିଣ୍ଟୁ ସାହୁ ଦୁଇ ଲକ୍ଷ ଟଙ୍କା ନେଇ ପାହାଡ ଉପରକୁ ଯାଇଥିଲେ।

ଏହାପରେ ତାଙ୍କର ଆଉ ପତ୍ତା ମିଳି ନଥିଲା। ଘାଟିତଳେ ସାଥିରେ ଯାଇଥିବା ପିଣ୍ଟୁଙ୍କ ସମ୍ପର୍କୀୟ କାକା ଡମ୍ବରୁ ସାହୁ ଅନେକ ସମୟ ଜଗି ରହିଥିଲେ। ହେଲେ ସେମାନେ ନ ଫେରିବାରୁ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରଦିନ ସକାଳ ପର୍ଯ୍ୟନ୍ତ ନ ଫେରିବାରୁ ସକାଳୁ ଘାଟିତଳେ ରଖିଥିବା ଦୁଇ ବାଇକକୁ ଉଦ୍ଧାର କରିବା ସହ ସେହିଦିନ ଠାରୁ ପୋଲିସ କେସ କରିବା ସହ ଖୋଜା ଖୋଜି କରୁଥିଲେ ।

 ଆଜି ହଲପାପାଲି ବଙ୍ଗାଘାଟି ସ୍ଥିତ ଏକ ନାଳରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଫଟୋ ମାଧ୍ୟମରେ ପରିବାର ଲୋକେ ମୃତଦେହକୁ ନିଖୋଜ ଯୁବକଙ୍କର ବୋଲି ଚିହ୍ନଟ  ହୋଇଛି।ଏହା ପରେ ଏସଡିପିଓଙ୍କ ସମେତ କୋମନା ପୋଲିସ ଏବଂ ପରିବାର ଲୋକେ ଘଟଣାସ୍ଥଳରେ ପହଁଞ୍ଚିଛନ୍ତି। ପୋଲିସ୍‌ର ସୂଚନା ମୁତାବକ ହନୁମାନ ପାଇସାକୁ ନେଇ ୨ ଯୁବକଙ୍କ  ହତ୍ୟା କରାଯାଇଥିବା

   Related Posts