ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | September 29, 2020 IST

କୁଚିଣ୍ଡା ୨୯।୯: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ରାସ୍ତାକଡ ଚାଷଜମି ମଧ୍ୟରେ ଥିବା ଏକ ଗଛରୁ ମିଳିଲା ମୃତଦେହ ମିଳିଛି । କୁଚିଣ୍ଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ନିକଟ ତବଲାକଟାରରେ ଘଟିଛି ଘଟଣା ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ନିକଟ ତବଲାକଟାରରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ କୁଚିଣ୍ଡା ଅଞ୍ଚଳର ଅକ୍ଷୟ ପାଣି । ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.