ଓସ୍ତ ଗଛରୁ ଝୁଲନ୍ତା ଅବସ୍ଥାରେ ମୄତଦେହ ଉଦ୍ଧାର

Published By : Prameya-News7 Bureau | November 13, 2019 IST

ପାରାଦୀପ ୧୩/୧୧: ପାରାଦୀପ ଲକ୍ ଥାନା ଅନ୍ତର୍ଗତ ନିମିଢି ଗ୍ରାମରେ ଥିବା ସିଦ୍ଧେଶ୍ବର ମନ୍ଦିର ନିକଟରେ ଥିବା ଓସ୍ତ ଗଛରୁ ଝୁଲନ୍ତା ଅବସ୍ଥାରେ  ମୄତଦେହ ଉଦ୍ଧାର ହୋଇଛି । ତେବେ ମୄତକର ପରିଚୟ ମିଳିପାରି ନାହିଁ।

{"id":183222}

ଆଜି ସକାଳୁ ନିମିଢି ଗ୍ରାମର କିଛି ଲୋକେ ପୂଜା କରିବା ପାଇଁ ମନ୍ଦିର କୁ ଯାଇଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ତେବେ ଘଟଣା ସ୍ଥଳରେ ପାରାଦୀପ ଲକ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

{"id":183223}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.