Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ଓସ୍ତ ଗଛରୁ ଝୁଲନ୍ତା ଅବସ୍ଥାରେ ମୄତଦେହ ଉଦ୍ଧାର

13/11/2019 at 8:48 AM

ପାରାଦୀପ ୧୩/୧୧: ପାରାଦୀପ ଲକ୍ ଥାନା ଅନ୍ତର୍ଗତ ନିମିଢି ଗ୍ରାମରେ ଥିବା ସିଦ୍ଧେଶ୍ବର ମନ୍ଦିର ନିକଟରେ ଥିବା ଓସ୍ତ ଗଛରୁ ଝୁଲନ୍ତା ଅବସ୍ଥାରେ  ମୄତଦେହ ଉଦ୍ଧାର ହୋଇଛି । ତେବେ ମୄତକର ପରିଚୟ ମିଳିପାରି ନାହିଁ।

ଆଜି ସକାଳୁ ନିମିଢି ଗ୍ରାମର କିଛି ଲୋକେ ପୂଜା କରିବା ପାଇଁ ମନ୍ଦିର କୁ ଯାଇଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ତେବେ ଘଟଣା ସ୍ଥଳରେ ପାରାଦୀପ ଲକ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

   Related Posts