ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Published By : Prameya-News7 Bureau | May 24, 2018 IST

ବଲାଙ୍ଗୀର ଟାଉନ ଥାନା କନ୍ଧପାଲିପଡା ପୋଖରି ନିକଟରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି | ମୃତକ ହେଉଛନ୍ତି ପ୍ରଦୀପ ସାହୁ |ପ୍ରଦୀପଙ୍କ ନିଜ ଘର ସମ୍ବଲପୁରରେ ହୋଇଥିବା ବେଳେ କନ୍ଧପାଲିପଡାରେ ସେ ଭଡାରେ ରହୁଥିଲେ | ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି | ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.