ଶିବ ମନ୍ଦିର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

Published By : Prameya-News7 Bureau | June 13, 2018 IST

ଢେଙ୍କାନାଳ ଜିଲ୍ଲା ରାସୋଳ ଚିତ୍ତଲପୁରସ୍ଥିତ ଉଗ୍ରେଶ୍ବର ମହାଦେବ ମନ୍ଦିରରୁ ମିଳିଲା ମୃତଦେହ...ମୃତକ ରାସୋଳ ନୂଆପାଟଣା ଗାଁର ନିରଞ୍ଜନ ସାହୁ ... ଶିବ ଲିଙ୍ଗ ଉପରେ ଥିବା ଘଣ୍ଟିରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ... ବେକରେ ଶାଢୀ ଦେଇ ସେ ଆତ୍ମହତ୍ୟା କରିଛନ୍ତି ... ମାନସିକ ପୂରଣ ପାଇଁ ସେ ଗତ ୨୧ ଦିନ ଧରି ମନ୍ଦିରରେ ଅଧିଆ ପଡିଥିଲେ ... ସକାଳୁ ମନ୍ଦିର ଖୋଲିବା ପରେ ମୃତଦେହ ଦେଖିଥିଲେ ପୂଜକ ... ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ... ଘଟଣାସ୍ଥଳରେ ରାସୋଳ ପୋଲିସର ତଦନ୍ତ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.