Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଶିବ ମନ୍ଦିର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

13/06/2018 at 5:44 AM

ଢେଙ୍କାନାଳ ଜିଲ୍ଲା ରାସୋଳ ଚିତ୍ତଲପୁରସ୍ଥିତ ଉଗ୍ରେଶ୍ବର ମହାଦେବ ମନ୍ଦିରରୁ ମିଳିଲା ମୃତଦେହ…ମୃତକ ରାସୋଳ ନୂଆପାଟଣା ଗାଁର ନିରଞ୍ଜନ ସାହୁ … ଶିବ ଲିଙ୍ଗ ଉପରେ ଥିବା ଘଣ୍ଟିରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି … ବେକରେ ଶାଢୀ ଦେଇ ସେ ଆତ୍ମହତ୍ୟା କରିଛନ୍ତି …
ମାନସିକ ପୂରଣ ପାଇଁ ସେ ଗତ ୨୧ ଦିନ ଧରି ମନ୍ଦିରରେ ଅଧିଆ ପଡିଥିଲେ … ସକାଳୁ ମନ୍ଦିର ଖୋଲିବା ପରେ ମୃତଦେହ ଦେଖିଥିଲେ ପୂଜକ … ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ … ଘଟଣାସ୍ଥଳରେ ରାସୋଳ ପୋଲିସର ତଦନ୍ତ…

   Related Posts