Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଭାଇ ପୋଛିଦେଲା ଭଉଣୀ ମଥାର ସିନ୍ଦୁର, ଶାଳକର ଠେଙ୍ଗାମାଡ଼ରେ ଭିଣୋଇ ମୃତ
  • ||

ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

21/08/2018 at 1:23 AM

ସୁବର୍ଣ୍ଣପୁର ୨୧/୮ : ସୁବର୍ଣ୍ଣପୁର ଜିଲ୍ଲା ଲଚ୍ଛିପୁର ଫାଣ୍ଡି ଅନ୍ତର୍ଗତ ସିଆଳି ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତାଦେହ ଉଦ୍ଧାର ହୋଇଛି | ମୃତ ବ୍ୟକ୍ତି ଜଣକ ହେଲେ ଜୁଲୁଣ୍ଡା ଗାଁର ଧନେଶ୍ବର ପଟେଲ | ତେବେ ମୃତ୍ୟୁର କାରଣ ଜଣା ପଡ଼ିନାହିଁ | ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି |

   Related Posts