ଗୁରୁପ୍ରିୟା ସେତୁ ନିର୍ମାଣରେ ଇଂଜିନିୟରଙ୍କ ଅବଦାନ

Published By : Prameya-News7 Bureau | July 26, 2018 IST

ଗୁରୁପ୍ରିୟା ସେତୁ ଏକ ସମ୍ପର୍କର ସେତୁ ବା ଉନ୍ନତିର ସେତୁ | ଦଶନ୍ଧି ଦଶନ୍ଧି ଧରି ବିଛିନ୍ନାଂଚଳ ବାସୀଙ୍କର ସ୍ବପ୍ନ ସାକାର ହେବାକୁ ଯାଉଛି | ତେବେ ଗୁରୁପ୍ରିୟା ସେତୁ ନିର୍ମାଣ ପଛରେ ରହିଛି ଅନେକ ଇତିହାସ | ୧୦୦ ଫୁଟ ପାଣି ଭିତରେ ଠିଆ ହୋଇଛି ଗୁରୁପ୍ରିୟା ସେତୁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.