Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୦୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଡିସଚାର୍ଜ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତୀୟ ହକି ଟିମର ପରାଜୟ, ୧-୭ ଗୋଲରେ ଜିତିଲା ଅଷ୍ଟ୍ରେଲିଆ
  • ||
  • ହାଇଦରକୁ ଏନକାଉଣ୍ଟର ବେଳେ ବାଜିଥିଲା ୩ ଗୁଳି କିନ୍ତୁ ଶରୀରରୁ ବାହାରିଲା ୪ଟି ଗୁଳି, ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେଲା ମୃତ ଦେହ
  • ||
  • ଭୁଶୁଡିଲା ସ୍ମାର୍ଟ ପୋଖରୀର ସ୍ମାର୍ଟ ପାଚେରୀ, ନିର୍ମାଣ ସରିବା ପରେ ୭ ଦିନ ବି ଗଲାନି
  • ||
  • ବିଦ୍ୟୁତ ଆଘାତରେ ଟଳିପଡିଲେ ଅସ୍ଥାୟୀ କର୍ମଚାରୀ, ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୮୩୩ କରୋନା ପଜିଟିଭ୍
  • ||
  • ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେପି କର୍ମୀ
  • ||
  • ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା
  • ||

ଗୁଣୁପୁର SBI ମୁଖ୍ୟ ଶାଖା ୭ ଦିନ ପାଇଁ ସଟ୍‌ଡାଉନ୍‌

27/07/2020 at 2:04 PM

ଗୁଣୁପୁର ୨୭।୦୭ : ରାୟଗଡା ଜିଲ୍ଲା ଗୁଣୁପୁର SBI ମୁଖ୍ୟ ଶାଖାକୁ ସାତ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣ କରାଯାଇଛି । ବ୍ୟାଙ୍କରୁ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଦକ୍ଷେପ ନିଆଯାଇଛି ।  

ବ୍ୟାଙ୍କରୁ ପଜିଟିଭ୍‌ ଚିହ୍ନଟ ପରେ  ସାତ ଦିନ ପାଇଁ ବ୍ୟାଙ୍କ୍‌କୁ ସଟ୍ ଡାଉନ ଘୋଷଣା କରିଛନ୍ତି ଶାଖା ମୁଖ୍ୟ ପରିଚାଳକ ସୁବ୍ରତ ଷଢଙ୍ଗୀ। ବ୍ୟାଙ୍କକୁ ସାନିଟାଇଜି କରାଯିବା ସହ ବ୍ୟାଙ୍କ୍ ସମୁଖରେ  ସାତ ଦିନ ବନ୍ଦ ପାଇଁ ନୋଟିସ୍‌ ମରାଯାଇଥିବାର ଦେଖିବାକୁ ମିଳିଛି। ଏନେଇ ବ୍ୟାଙ୍କ ମୁଖ୍ୟ ପରିଚାଳକ ସୁଚନା ଦେଇଛନ୍ତି।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତ କର୍ମଚାରିଙ୍କ ସଂସ୍ପର୍ଶରେ ଯେଉଁ କର୍ମଚାରି ଆସିଛନ୍ତି ସେମାନଙ୍କ ସ୍ୱାବ ଟେଷ୍ଟ କରାଯିବ। ଆଜି ସୁଦ୍ଧା ଗୁଣୁପୁର ପୈାରାଅଞ୍ଚଳରେ ୯୧ ପଜିଟିଭ୍ ସଂଖ୍ୟା ରହିଛି। ସେହିପରି ୫୮ଟି କ୍ବାଣ୍ଟେନମେଣ୍ଟ ଜୋନ ରହିଛି। କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସଂକ୍ରମିତ ଚିହ୍ନଟ ହେଉଥିବା ଅଞ୍ଚଳକୁ ସାନିଟାଇଜ୍ କରାଯିବା ସହ ପୈାରାଅଞ୍ଚଳ ପକ୍ଷରୁ  ଲୋକମାନଙ୍କୁ ସଚେତନ କରାଯାଉଛି।

   Related Posts