Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଭ୍ୟାଲେଣ୍ଟାଇନସ୍ ଡେ ରେ ରିଲିଜ ହେଲା ‘ଗଲି ବୟ’

14/02/2019 at 4:12 PM

ମୁମ୍ବାଇ ୧୪/୨: ଭ୍ୟାଲେନ୍‌ଟାଇନ୍ସ ଡେ-ରେ ରିଲିଜ୍ ହୋଇଛି ଗଲି ବୟ । ଜୋୟା ଅଖତାର୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଥମଥର ପାଇଁ ଏକାଠି ହୋଇଛନ୍ତି ରଣବିର୍ ସିଂ ଓ ଆଲିୟା ଭଟ୍ଟ । ରଣବିର୍ ସିଂ-ଙ୍କ ଲାଷ୍ଟ ଫିଲ୍ମ ସିମ୍ବାର ହ୍ୟୁଜ୍ ସକ୍ସେସ୍ ପରେ ରଣବିର୍ ଏହି ଫିଲ୍ମରେ ର୍ୟାପର୍ ମୁରାଦ୍ ସୈଖ୍ ଭୂମିକାରେ ଦେଖାଦେଇଛନ୍ତି ।

 ଅନ୍ୟପଟେ ୨୦୧୮ର ସୁପରହିଟ୍ ଫିଲ୍ମ ରାଜି ପାଇଁ  ଅନେକ ଆୱାର୍ଡ ଜିତିବା ପରେ ଗଲି ବୟରେ ଆଲିୟା ମୁସଲିମ୍ ଗର୍ଲ ସଫିନା ଅଲ୍ଲୀ ଚରିତ୍ରରେ ଅଭିନୟ କରିଛନ୍ତ । ଫିଲ୍ମରେ ଆଲିୟାଙ୍କ କ୍ୟାରେକ୍ଟର ଅଧିକ ଦମଦାର ରହିଛି । କିନ୍ତୁ ଫିଲ୍ମର କାହାଣୀ ରଣବିର୍ ସିଂକୁ ନେଇ ଗତି କରିଛି । ଷ୍ଟ୍ରିଟ୍ ବୟ ମୁରାଦର ସଂଘର୍ଷମୟ  କାହାଣୀକୁ ନେଇ ତିଆରି ହୋଇଛି ଗଲି ବୟ । ଫିଲ୍ମର କାହାଣୀ ରିଅଲ୍ ଲାଇଫ୍ ଗଲି ବୟ ଡିଭାଇନ୍  ଓ ନୈଜିଙ୍କ ଲାଇଫ୍ ଷ୍ଟ୍ରଗଲ୍-ରୁ ପ୍ରେରିତ ହୋଇ ନିର୍ମାଣ କରାଯାଇଛି । ଖାସ୍ ସେଥିପାଇଁ ଫିଲ୍ମର ମ୍ୟୁଜିକ୍ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ତେବେ ଏହି ଫିଲ୍ମର ପ୍ରାୟ ଗୀତ ରଣବିର୍ ସିଂ ନିଜେ ଗାଇଛନ୍ତି ।

   Related Posts