କରୋନା କଟକଣା, ଗୁଜବ ପ୍ରଚାର ଅଭିଯୋଗରେ ଯୁବକ ଗିରଫ

Published By : Prameya-News7 Bureau | March 24, 2020 IST

ଖଲ୍ଲିକୋଟ ୨୪।୦୩: କରୋନାକୁ ନେଇ ଗୁଜବ ପ୍ରଚାର ଅଭିଯୋଗରେ ଯୁବକ ଗିରଫ । ଛତ୍ରପୁର ଆର୍ଯ୍ୟପାଲି ଗାଁର ଯୁବକ ଜଣେ ବିଦେଶ ଫେରନ୍ତାଙ୍କୁ କରୋନା ପଜିଟିଭ କହି ଅପପ୍ରଚାର କରୁଥିଲେ । ଅଭିଯୋଗ ପରେ ତାଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି ।

{"id":243240,"sizeSlug":"large"}

ସେହିପରି ସୋସିଆଲ ମିଡିଆରେ ପ୍ରଚାର ଅଭିଯୋଗରେ କଳାହାଣ୍ଡିରେ ଜଣେ କଲେଜ ଛାତ୍ରଙ୍କୁ ଗିରଫ କରିଛି ପୋଲିସ ।କୈାଣସି ବ୍ୟକ୍ତି କରୋନା ସଂପର୍କିତ ଗୁଜବ ପ୍ରଚାର ନ କରିବାକୁ ତାଗିଦ କରିଛନ୍ତି କଳାହାଣ୍ଡି ଏସପି ବାତୁଲା ଗଂଗାଧର । ତେବେ ବର୍ତ୍ତମାନ ସୁଦ୍ଧା କଳାହାଣ୍ଡିରେ ଗୁଜବ ପ୍ରଚାର କରି ଗିରଫ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.