Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କରୋନା କଟକଣା, ଗୁଜବ ପ୍ରଚାର ଅଭିଯୋଗରେ ଯୁବକ ଗିରଫ

24/03/2020 at 8:50 AM

ଖଲ୍ଲିକୋଟ ୨୪।୦୩: କରୋନାକୁ ନେଇ ଗୁଜବ ପ୍ରଚାର ଅଭିଯୋଗରେ ଯୁବକ ଗିରଫ । ଛତ୍ରପୁର ଆର୍ଯ୍ୟପାଲି ଗାଁର ଯୁବକ ଜଣେ ବିଦେଶ ଫେରନ୍ତାଙ୍କୁ କରୋନା ପଜିଟିଭ କହି ଅପପ୍ରଚାର କରୁଥିଲେ । ଅଭିଯୋଗ ପରେ ତାଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି ।

ସେହିପରି ସୋସିଆଲ ମିଡିଆରେ ପ୍ରଚାର ଅଭିଯୋଗରେ କଳାହାଣ୍ଡିରେ ଜଣେ କଲେଜ ଛାତ୍ରଙ୍କୁ ଗିରଫ କରିଛି ପୋଲିସ ।କୈାଣସି ବ୍ୟକ୍ତି କରୋନା ସଂପର୍କିତ ଗୁଜବ ପ୍ରଚାର ନ କରିବାକୁ ତାଗିଦ କରିଛନ୍ତି କଳାହାଣ୍ଡି ଏସପି ବାତୁଲା ଗଂଗାଧର । ତେବେ ବର୍ତ୍ତମାନ ସୁଦ୍ଧା କଳାହାଣ୍ଡିରେ ଗୁଜବ ପ୍ରଚାର କରି ଗିରଫ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି।

   Related Posts