ବାଣ ଫୁଟାଇବାକୁ ନେଇ ଆସିଲା ଗାଇଡ୍‌ଲାଇନ୍, ରାତି ୮ରୁ ୧୦ ଭିତରେ ଫୁଟାଇବାକୁ ନିର୍ଦ୍ଦେଶ

Published By : Prameya-News7 Bureau | November 01, 2021 IST

ଭୁବେନେଶ୍ୱର, ୧/୧୧: ଦୀପାବଳି, କାର୍ତ୍ତିକ ପୂର୍ଣ୍ଣିମା ଏବଂ ଛଟ୍‌ ପୂଜା ପାଇଁ ବାଣ ଫୁଟାଇବା ନେଇ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ସରକାର । ଗ୍ରୀନ୍‌ କ୍ରାକର ଫୁଟାଇବା ପାଇଁ ଅନୁମତି ରହିଥିବା ବେଳେ PESO ସାର୍ଟିଫିକେଟ୍‌ ଥିଲେ ବ୍ୟବସାୟୀ ବାଣ ବିକ୍ରି କରିପାରିବେ ବୋଲି ଏଥିରେ ଉଲ୍ଲେଖ ରହିଛି । ରାତି ୮ରୁ ୧୦ ଭିତରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ରହିଛି । ଏଥି ସହିତ ସରକାର ଧାର୍ଯ୍ୟ କରିଥିବା ସ୍ଥାନରେ ବାଣ ବିକ୍ରି କରାଯାଇ ପାରବ ବୋଲି ଗାଇଡ୍‌ଲାଇନ୍‌ରେ ଦର୍ଶାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.