Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ବାଣ ଫୁଟାଇବାକୁ ନେଇ ଆସିଲା ଗାଇଡ୍‌ଲାଇନ୍, ରାତି ୮ରୁ ୧୦ ଭିତରେ ଫୁଟାଇବାକୁ ନିର୍ଦ୍ଦେଶ

1/11/2021 at 9:24 PM

ଭୁବେନେଶ୍ୱର, ୧/୧୧: ଦୀପାବଳି, କାର୍ତ୍ତିକ ପୂର୍ଣ୍ଣିମା ଏବଂ ଛଟ୍‌ ପୂଜା ପାଇଁ ବାଣ ଫୁଟାଇବା ନେଇ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ସରକାର । ଗ୍ରୀନ୍‌ କ୍ରାକର ଫୁଟାଇବା ପାଇଁ ଅନୁମତି ରହିଥିବା ବେଳେ PESO ସାର୍ଟିଫିକେଟ୍‌ ଥିଲେ ବ୍ୟବସାୟୀ ବାଣ ବିକ୍ରି କରିପାରିବେ ବୋଲି ଏଥିରେ ଉଲ୍ଲେଖ ରହିଛି । ରାତି ୮ରୁ ୧୦ ଭିତରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ରହିଛି । ଏଥି ସହିତ ସରକାର ଧାର୍ଯ୍ୟ କରିଥିବା ସ୍ଥାନରେ ବାଣ ବିକ୍ରି କରାଯାଇ ପାରବ ବୋଲି ଗାଇଡ୍‌ଲାଇନ୍‌ରେ ଦର୍ଶାଯାଇଛି ।

   Related Posts