Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଶିଳ୍ପସଂସ୍ଥା ପାଇଁ ଗାଇଡ୍ ଲାଇନ୍ : ଲକ୍ ଡାଉନ୍ ପରେ ଖୋଲିବାର ପ୍ରଥମ ସପ୍ତାହ ଟ୍ରାଏଲରେ ଚାଲିବ

10/05/2020 at 2:05 PM

ଭୁବନେଶ୍ବର ୧୦।୫: ଲକ୍ ଡାଉନ୍ ପରେ ଖୋଲିବାକୁ ଥିବା କାରଖାନାଗୁଡିକ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି । କାରଖାନାଗୁଡିକ ଖୋଲିବା ପରେ ସୁରକ୍ଷା ପ୍ରୋଟୋକଲ୍ ସମେତ ଅନ୍ୟ କେତେକ ବିଷୟ ପ୍ରତି ଧ୍ୟାନ ରଖିବାକୁ ପଡିବ ।

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଗୋଟିଏ କେମିକାଲ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଦୁର୍ଘଟଣାରେ ୧୧ ଜଣ ଲୋକଙ୍କର ମୃତ୍ୟୁପରେ ଏହି ଗାଇଡ୍ ଲାଇନ୍ ଜାରି କରାଯାଇଛି। ଲକ୍ ଡାଉନ୍ ପରେ ଯେତେବେଳେ କାରଖାନାଗୁଡିକ ଖୋଲିବ ସେତେବେଳେ ପ୍ରଥମ ସପ୍ତାହ ଟ୍ରାଏଲ ଭାବେ ଚଳାଇବାକୁ କୁହାଯାଇଛି।

ସୁରକ୍ଷା ପାଇଁ ବ୍ୟାପକ ସାବଧାନତା ଗ୍ରହଣକ କରିବାକୁ କୁହାଯାଇଛି । ଏହି ସମୟରେ ଅଧିକ ଉତ୍ପାଦନ ପାଇଁ କାରଖାନା କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିବା ଉଚିତ୍ ନୁହେଁ। କାରଖାନା ପରିସରରେ ୨୪ ଘଣ୍ଟା ସାନିଟାଇଜେସନ ପ୍ରକ୍ରିୟା ଚାଲୁ ରହିବା ଆବଶ୍ୟକ ।

ଲଞ୍ଚ୍ ରୁମ୍, କମନ୍ ଟେବୁଲ୍  ପ୍ରତି ଦୁଇ ତିନି ଘଣ୍ଟାରେ ସାନିଟାଇଜ୍ କରାଯିବା ଆବଶ୍ୟକ। କର୍ମଚାରୀମାନଙ୍କର ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ । ୨୫ ମାର୍ଚ୍ଚରୁ ଲକ୍ ଡାଉନ୍ ହେବା ପରଠାରୁ ଦେଶର ଅନେକ ଶିଳ୍ପସଂସ୍ଥା ବନ୍ଦ ରହିଛି।

   Related Posts