Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବିଳମ୍ୱିତ ରାତିରେ ଗୁହାଳେ ଲାଗିଗଲା ନିଆଁ, ଜଳିଗଲେ ଗୃହପାଳିତ ପଶୁ

5/11/2021 at 9:17 AM

ଜଳେଶ୍ୱର ୧୧/୦୫: ନୟାବାଲି ଗ୍ରାମରେ ବିଳମ୍ବିତ ରାତିରେ ଜଗନ୍ନାଥ ପଟ୍ଟାୟତଙ୍କ ଗୁହାଳ ଘରେ ନିଆଁ ଲାଗି ଗୁହାଳ ଘରଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଦୁଇ ଗୋରୁ ସହିତ ଅନେକ ଗୁଡିଏ କୁକୁଡ଼ା ନିଆଁରେ ପୋଡି ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବିଷ୍ଣୁପୁର ଗ୍ରାମରେ । ସେହି ଗ୍ରାମର ଜଗନ୍ନାଥ ପଟ୍ଟାୟତ ଓ ତାଙ୍କ ସ୍ତ୍ରୀ ବାସନ୍ତୀ ପଟାୟାତ ଗତକାଲି ରାତି ୧୧ଟା ସମୟରେ ଖାଇପିଇ ଘରେ ଶୋଇଥିଲେ ।

ବିଳମ୍ବିତ ରାତିରେ ତାଙ୍କ ଗୁହାଳ ଘରେ ହଠାତ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇ ଯାଇଥିଲା । ସେହି ନିଆଁରେ ତାଙ୍କର ୨ ଟି ଗାଈ ଓ ଅନେକ ଗୁଡିଏ କୁକୁଡ଼ା ପୋଡି ମରି ଥିବାର ଦେଖିବାକୁ ମିଳିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିଲା ବେଳେ ଜଗନ୍ନାଥ ଏକ ଗରିବ ପରିବାରର ହୋଇଥିବାରୁ କ୍ଷୀର ବିକି ତାଙ୍କର ଛୁଆକୁ ପାଠ ପଢ଼ାନ୍ତି । ତାଙ୍କୁ ସରକାରୀ ସାହାଯ୍ୟ ଯୋଗେଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି

   Related Posts