Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ମାମାଙ୍କ ମଥାରେ ସିନ୍ଦୂର ଦେଲେ ଗୁଡୁ, ଆରମ୍ଭ କଲେ ଦ୍ୱିତୀୟ ଇନିଂସ

27/07/2021 at 8:24 AM

ଭୁବନେଶ୍ୱର ୨୭/୦୭ : ମଥାରେ ସିନ୍ଦୂର ଦେଲେ । ସାତ ଜନ୍ମର ସାଥୀ ହୋଇ ପାଦରେ ପାଦ ମିଶାଇ ଚାଲିବାକୁ ପରସ୍ପର କଥା ଦେଲେ । ଏ ହେଉଛି ଗୁଡ଼ୁ ଓ ମାମାଙ୍କ କାହାଣୀ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ହାସ୍ୟ ଅଭିନେତା ଗୁଡ଼ୁ ତାଙ୍କ ପିଲାବେଳର ବାନ୍ଧବୀ ମାମାଙ୍କୁ ବିବାହ କରିଛନ୍ତି । ଆମ୍‌ଫୋଇ ମାଧ୍ୟମରେ ତାଙ୍କ ବିବାହ ସମ୍ପନ୍ନ ହୋଇଛି ।

ଓଡ଼ିଆ ଦର୍ଶକଙ୍କ ହୃଦୟରେ ହାସ୍ୟ ଅଭିନେତା ହିସାବରେ ରାଜ୍‌ କରୁଥିବା ଗୁଡ଼ୁ ଆଉ କାହାର ହୃଦୟରେ ଆଜିଠୁ ରାଜ୍‌ କରିବେ । ହାତକୁ ଦି ହାତ ହୋଇ ଆରମ୍ଭ କରିବେ ଜୀବନର ଦ୍ୱିତୀୟ ଇନିଂସ । ଏହି ଅବସରରେ ତାଙ୍କୁ ଓଲିଉଡ୍‌ କଳାକାରଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

   Related Posts