ପିଜୁଳିପତ୍ର ସ୍ବାସ୍ଥ୍ୟପ୍ରତି ଅତ୍ୟନ୍ତ ଲାଭଦାୟକ : ଜାଣନ୍ତୁ କିପରି

Published By : Prameya-News7 Bureau | January 15, 2019 IST

ପିଜୁଳି ସୁଆଦିଆ ହେବା ସହିତ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ। କିନ୍ତୁ ଆପଣ ଜାଣିଛନ୍ତି କି ପିଜୁଳି ପତ୍ର ପିଜୁଳିଠାରୁ ଆହୁରି ଲାଭଦାୟକ। ପିଜୁଳିପତ୍ର ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ। ଆଜି ଆମେ ଜାଣିବା ପିଜୁଳିପତ୍ର ଆମ ପାଇଁ କିପରି ଲାଭଦାୟକ ହୋଇଥାଏ।

wp:gallery {"ids":[74281]} /wp:gallery

-ଓଜନ କମ୍ କରୁଥିବା ପିଜୁଳିପତ୍ର ଷ୍ଟାର୍ଚକୁ ସୁଗାରରେ ରୂପାନ୍ତରିତ କରିବା ପ୍ରକ୍ରିୟାକୁ ରୋକିଥାଏ। ଯାହାଦ୍ବାରା ଶରୀରର ଓଜନ କମିଥାଏ।

-ଆର୍ଥରାଇଟିସ୍ ପାଇଁ ମଧ୍ୟ ପିଜୁଳିପତ୍ର ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ପିଜୁଳିପତ୍ରକୁ ଗୁଣ୍ଡ କରି ଏହାର ମଣ୍ଡ ପ୍ରସ୍ତୁତ କରି ଗରମ କରି ଲଗାଇବା ଦ୍ବାରା ଆର୍ଥରାଇଟିସରୁ ମୁକ୍ତି ମିଳିଥାଏ।

-ପିଜୁଳିପତ୍ରକୁ ବାଟି ଏଥିରୁ ରସ ବାହାର କରି ଏଥିରେ ସ୍ବାଦ ଅନୁସାରେ ଚିନି ମିଶାଇ ପ୍ରତିଦିନ ସେବନ କଲେ ପୁରୁଷଙ୍କ ଦୁର୍ବଳତା ଦୂର ହୋଇଥାଏ।

wp:gallery {"ids":[74283]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.