Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଛାତ୍ରଛାତ୍ରୀଙ୍କୁ ଅବହେଳା ପ୍ରତିବାଦରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଅଭିଭାବକଙ୍କ ଧାରଣା

25/07/2019 at 5:16 PM

ପାଟଣା ୨୫|୭: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ପୁଟୁଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ଗ୍ରାମବାସୀ। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଅବହେଳା କରୁଥିବା ପ୍ରତିବାଦରେ ତାଲା ପକାଇଛନ୍ତି ଗ୍ରାମବସୀ। ଅଭିଯୋଗ ଅନୁଯାୟୀ ଗ୍ରାମର ତୃତୀୟ ଶ୍ରେଣୀରେ ପଢୁଥିବା ଆକାଶ ମହାନ୍ତ ଗତକାଲି ସ୍କୁଲରେ ଖେଳୁଥିବା ସମୟରେ ପଡ଼ିଯାଇ ମୁଣ୍ଡ ଫାଟି ଯାଇଥିଲା । କିନ୍ତୁ ପରିବାର ଲୋକଙ୍କୁ ଏ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ଅବଗତ କରାଇ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବସୀ। ଅନ୍ୟପଟେ ଏ କଥାକୁ ପ୍ରଧାନଶିକ୍ଷକ ଖଣ୍ଡନ କରିବା ସହିତ ସ୍କୁଲ ତରଫରୁ ଚିକିତ୍ସା କରାଯାଇଥିବା କହିଛନ୍ତି।

   Related Posts