ଭଦ୍ରକ: ବିଭିନ୍ନ ସ୍ଥାନରେ ଜିଏସ୍‌ଟି ଇଣ୍ଟେଲିଜେନ୍ସ ଟିମ୍‌ର ଚଢ଼ାଉ

Published By : Prameya-News7 Bureau | November 11, 2020 IST

ଭଦ୍ରକ୧୧/୧୧: ଜଏସ୍‌ଟି ଇଣ୍ଟେଲିଜେନ୍ସ ଟିମ୍‌ର ଚଢ଼ାଉ। ଧାମନଗର ଏବଂ ଭଦ୍ରକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଧାମନଗର ବ୍ଲକର ବିଭିନ୍ନ କବାଡିଆ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଜିଏସ୍‌ଟି ଫାଙ୍କିଆ ଅଭିଯୋଗରେ ୮ ଜଣିଆ ଟିମ୍ ଏହି ଯାଞ୍ଚ କରୁଛି।  ଭଦ୍ରକର କେତେକ ଟ୍ୟାକ୍ସ ଓକିଲଙ୍କୁ ମଧ୍ୟ ଟିମ୍ ଭେଟିବା ସହ କାଗଜପତ୍ର ଯାଞ୍ଚ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.