ରାଉରକେଲାର ବିଭିନ୍ନସ୍ଥାନରେ ଜିଏସଟି ଚଢାଉ

Published By : Prameya-News7 Bureau | November 25, 2019 IST

ରାଉରକେଲା ୨୫।୧୧: ରାଉରକେଲାର ବିଭିନ୍ନ ସ୍ଥାନରେ ଜିଏସଟି ଚଢାଉ । ଜିଏସଟି ଠକେଇ, ଫେକ ଇନଭଏସ ଜରିଆରେ କୋର କୋଟି ଠଙ୍କା ଠକେଇ ଅଭିଯୋଗରେ ଚଢାଉ ।

{"id":189497,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାଉରକେଲାର ବିଭିନ୍ନ ୫ଟି ବ୍ୟବସାୟ ପ୍ରତିଷ୍ଠାନ ଉପରେ GST ରେଡ୍  କରାଯାଇଛି । ଭୁବନେଶ୍ବର ଓ ରାଉରକେଲାର  ଜିଏସ୍‌ଟି ଟିମ୍ର ମିଳିତ ଭାବରେ ଚଢାଉ କରିଛି । ଜିଏସ୍‌ଟି ଠକେଇ, ଫେକ୍ ଇନଭଏସ ଦେଇ କୋଟି କୋଟି ଟଙ୍କାର ଅଭିଯୋଗ ହୋଇଛି ।  ୨୫ଜଣ  ଅଫିସର ସହ ୩୫ଜଣ ପୋଲିସ କର୍ମଚାରୀ ଏହି ରେଡ଼ ରେ ନିୟୋଜିତ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.