Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ରାଉରକେଲାର ବିଭିନ୍ନସ୍ଥାନରେ ଜିଏସଟି ଚଢାଉ

25/11/2019 at 1:00 PM

ରାଉରକେଲା ୨୫।୧୧: ରାଉରକେଲାର ବିଭିନ୍ନ ସ୍ଥାନରେ ଜିଏସଟି ଚଢାଉ । ଜିଏସଟି ଠକେଇ, ଫେକ ଇନଭଏସ ଜରିଆରେ କୋର କୋଟି ଠଙ୍କା ଠକେଇ ଅଭିଯୋଗରେ ଚଢାଉ ।

ସୂଚନାଯୋଗ୍ୟ ଯେ, ରାଉରକେଲାର ବିଭିନ୍ନ ୫ଟି ବ୍ୟବସାୟ ପ୍ରତିଷ୍ଠାନ ଉପରେ GST ରେଡ୍  କରାଯାଇଛି । ଭୁବନେଶ୍ବର ଓ ରାଉରକେଲାର  ଜିଏସ୍‌ଟି ଟିମ୍ର ମିଳିତ ଭାବରେ ଚଢାଉ କରିଛି । ଜିଏସ୍‌ଟି ଠକେଇ, ଫେକ୍ ଇନଭଏସ ଦେଇ କୋଟି କୋଟି ଟଙ୍କାର ଅଭିଯୋଗ ହୋଇଛି ।  ୨୫ଜଣ  ଅଫିସର ସହ ୩୫ଜଣ ପୋଲିସ କର୍ମଚାରୀ ଏହି ରେଡ଼ ରେ ନିୟୋଜିତ ରହିଛନ୍ତି ।

   Related Posts