Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

୩ କିଲୋ ସୁନା ଅଳଙ୍କାର ସ୍ଥାନାନ୍ତର ବେଳେ ଚଢ଼ାଉ କଲା ଜିଏସ୍‌ଟି ବିଭାଗ, ଟ୍ୟାକ୍ସ ଫାଙ୍କିଥିବା ସନ୍ଦେହ

4/10/2021 at 5:43 PM

ବ୍ରହ୍ମପୁର, ୦୪/୧୦: ବାଣିଜ୍ଯକର ଏବଂ ଦ୍ରବ୍ଯ ଓ ସେବାକର ଏନଫୋର୍ସମେଣ୍ଟ ୟୁନିଟ୍ ବ୍ରହ୍ମପୁର  ପକ୍ଷରୁ ସୁନା ଅଳଙ୍କାର ଦୋକାନ ଉପରେ ଚଢାଉ ହୋଇଛି। ବ୍ଯବସାୟୀମାନେ କିପରି ବ୍ଯବସାୟ କରୁଛନ୍ତି ଏବଂ ଟ୍ଯାକ୍ସ୍ ଫାଙ୍କିଛନ୍ତି କି ନାହିଁ ସେ ନେଇ ବିଭାଗ ପକ୍ଷରୁ ସୁନା ଅଳଙ୍କାର ଦୋକାନ ଉପରେ ଚଢାଉ କରାଯାଇଥିଲା ।

ସାନବଜାର ଶିବାନୀ ଅଳଙ୍କାର ଦୋକାନ ଉପରେ ଅଧିକାରୀମାନେ ଚଢାଉ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଚଢାଉ ଜାରି ରହିଛି । ଚଢାଉ ପରେ ସବିଶେଷ ତଥ୍ଯ ଜଣାପଡିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ଏହା ପୂର୍ବରୁ ବ୍ରହ୍ମପୁର ବଡବଜାର ଅଞ୍ଚଳକୁ ପ୍ରାୟ ୩ କିଲୋ ସୁନା ଅଳଙ୍କାର ସ୍ଥାନାନ୍ତରିତ କରୁଥିବା ସମୟରେ ବାଣିଜ୍ୟ କର, ଦ୍ରବ୍ଯ ଓ ସେବାକର ବିଭାଗ ପକ୍ଷରୁ ଚଢାଉ କରି  ବିନା ଟ୍ଯାକ୍‌ସରେ  ସୁନା ବ୍ଯବସାୟ କରୁଥିବା ବ୍ଯବସାୟୀଙ୍କ ଉପରେ ପାଖାପାଖି  ୨୬ ଲକ୍ଷ ଟଙ୍କା ଜରିମାନା ସଂଗ୍ରହ କରିଥିବା ନଜିର ରହିଛି । ବିଭାଗୀୟ ଉପାୟୁକ୍ତ ଦେବ କଲ୍ଯାଣ ବେହେରାଙ୍କ ନେତୃତ୍ବରେ ଏହି ଚଢ଼ାଉ ହୋଇଥିଲା ।

   Related Posts