ଭିଜିଲାନ୍ସ ପଞ୍ଝାରେ GRS : PMAYରେ ଘର କରାଇଦେବାକୁ ନେଉଥିଲେ ୫ହଜାର

Published By : Prameya-News7 Bureau | March 07, 2020 IST

ପୁରୀ । ନିମାପଡା ୭।୩: ଭିଜିଲାନ୍ସ ଜାଲରେ ପଡିଲେ ଜିଆରଏସ । ପୁରୀ ଜିଲ୍ଲା ସତ୍ୟବାଦୀ ଶୁକଳ ପଞ୍ଚାୟତର ଜିଆରଏସ ଛବି ନାରାୟଣ ପଣ୍ଡାଙ୍କୁ ଧରିଛି ଭିଜିଲାନ୍ସ । ଛବି ନାରାୟଣ ସେହି ପଞ୍ଚାୟତର ଇନ୍ଦ୍ରମଣୀ ପଣ୍ଡାଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରାଇ ଦେବାକୁ ୫ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସେହି ସମୟରେ ତାଙ୍କୁ ପୁରୀ ଭିଜିଲାନ୍ସ ଟିମ୍ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.