Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଭିଜିଲାନ୍ସ ପଞ୍ଝାରେ GRS : PMAYରେ ଘର କରାଇଦେବାକୁ ନେଉଥିଲେ ୫ହଜାର

7/03/2020 at 10:14 AM

ପୁରୀ । ନିମାପଡା ୭।୩: ଭିଜିଲାନ୍ସ ଜାଲରେ ପଡିଲେ ଜିଆରଏସ । ପୁରୀ ଜିଲ୍ଲା ସତ୍ୟବାଦୀ ଶୁକଳ ପଞ୍ଚାୟତର ଜିଆରଏସ ଛବି ନାରାୟଣ ପଣ୍ଡାଙ୍କୁ ଧରିଛି ଭିଜିଲାନ୍ସ । ଛବି ନାରାୟଣ ସେହି ପଞ୍ଚାୟତର ଇନ୍ଦ୍ରମଣୀ ପଣ୍ଡାଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରାଇ ଦେବାକୁ ୫ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସେହି ସମୟରେ ତାଙ୍କୁ ପୁରୀ ଭିଜିଲାନ୍ସ ଟିମ୍ ଗିରଫ କରିଛି ।

   Related Posts