Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ରୋଜଗାର ସେବକ

27/08/2020 at 2:26 PM

ପୁରୀ ୨୭।୮: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ରୋଜଗାର ସେବକ। ଛଇତନାର ଗ୍ରାମ୍ୟ ରୋଜଗାର ସେବକ ଗୋବିନ୍ଦ ଚନ୍ଦ୍ର ପରିଡାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଭିଜିଲାନ୍ସ ଟିମ୍ ଦ୍ବାରା ଚଢାଉ କରାଯାଇଛି ।

ଗ୍ରାମ୍ୟ ରୋଜଗାର ସେବକ ଗୋବିନ୍ଦ ଚନ୍ଦ୍ର ପରିଡାଙ୍କ ବାସଭବନ ସମେତ ଅଫିସ୍, କ୍ଲିନିକ୍ ଆଦି ୬ଟି ସ୍ଥାନରେ ଚଢାଉ କରାଯାଇଛି । ପେଣ୍ଠକଟାରେ ଥିବା ୨ଟି ଘର ଛାଇତନାରେ ଥିବା ଗୋଟିଏ ଘର, ଅନ୍ୟ ଏକ ଭଡାଘର, ଅଫିସ୍, କ୍ଲିନିକ୍ ଉପରେ ଚଢାଉ କରିଛି ଭିଜିଲାନ୍ସ।

   Related Posts