ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁ ବେପାରୀଙ୍କୁ ଗୁଳିକରି ହତ୍ୟା, ୨୦ ଲକ୍ଷ ଲୁଟ୍‌
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
  • ||

କଟକ ଚୌଦ୍ବାର ସହରରେ ହାତୀ ଉପଦ୍ରବ ; ବ୍ୟାପକ ଧାନ ଫସଲ ନଷ୍ଟ

30/10/2018 at 11:25 AM

କଟକ ୩୦|୧୦:  ଚୌଦ୍ବାର ସହରରେ ହାତୀ ଉପଦ୍ରବ । ଚାରବାଟିଆ ଏୟାର ବେସ୍ ପାଚେରୀ ଭାଙ୍ଗି ପଶିଲେ ହାତୀ ପଲ । ଏହା ସହ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଥିଲା । ଏହି ହାତୀମାନେ ଆଠଗଡ ବନଖଣ୍ଡ ଅଞ୍ଚଳରୁ ଆସିଥିବା ସୂଚନା ମିଳିଛି । ହାତୀପଲଙ୍କୁ ଘଉଡାଇବା ପାଇଁ ବନବିଭାଗ ଉଦ୍ୟମ ଚଳାଇଛି ।

   Related Posts