Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ଜମିବାଡି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ, ୪ ଗୁରୁତର

10/06/2018 at 8:46 AM

ଜମିବାଡି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ, ୪ ଗୁରୁତର
ସୋର ଥାନା ତଳନଗର ଅଲିପୁର ଗାଁର ଘଟଣା … ଜମିବାଡି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ … ଦୁଇ ପରିବାର ମଧ୍ୟରେ ଭୁଜାଲିରେ ଆକ୍ରମଣ ହୋଇ ୪ ଜଣ ଗୁରୁତର ହୋଇଛନ୍ତି … ଗୁରୁତରଙ୍କ ମଧ୍ୟରୁ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି … ଅନ୍ୟ ୩ ଜଣଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି … ଉଭୟ ପକ୍ଷରୁ ହଣାହଣି ହୋଇଥିବା ୨ ଦମ୍ପତ୍ତି ହେଲେ ହରିହର ବାରିକ ଓ ସ୍ତ୍ରୀ ସୁକାନ୍ତି ବାରିକ… ବିଦ୍ୟାଧର ବାରିକ ଓ ସ୍ତ୍ରୀ ପ୍ରତିମା ବାରିକ … ହରିହର ବାରିକଙ୍କୁ କଟକ ସ୍ଥାନାନ୍ତର … ଘଟଣାସ୍ଥଳରେ ସୋର ପୋଲିସ ପହଂଚି ତଦନ୍ତ କରୁଛି …

Leave a Reply

   Related Posts