Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ଉଭୟ ପକ୍ଷରୁ କିଛି ଲୋକ ଆହତ, ବହୁ ଗାଡି ଭଙ୍ଗାରୁଜା

21/10/2020 at 5:42 PM

ରାଉରକେଲା ୨୧।୧୦: ସୁନ୍ଦରଗଡ ଜିଲ୍ଲା କେ.ବଲାଙ୍ଗ ଥାନା ରକ୍ସି ଅଞ୍ଚଳରେ ବୁଧବାର ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଗଣ୍ଡଗୋଳରେ ଉଭୟ ପକ୍ଷରୁ କିଛି ଲୋକ ଆହତ ହୋଇଥିବାର ସୂଚନା ଥିବା ବେଳେ ବହୁ ଗାଡି ଭଙ୍ଗା ରୁଜା ହୋଇଛି । ଏ ବାବଦରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।

ବୁଧବାର କିଛି ଗୋଷ୍ଠୀ ଏକ ମିଟିଂ ରକ୍ସିରେ କରୁଥିବା ବେଳେ ସେଠରେ ଉପସ୍ଥିତ ଥିବା ସିଆଇଟିୟୁର ଶ୍ରମିକ ପହଞ୍ଚିବା ପରେ ଏହି ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏନେଇ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଛନ୍ତ କିଛି ପେସାର ସମର୍ଥକ ମିଟିଂ କରି ଲୋକ ମନକୁ ବିଭ୍ରାନ୍ତ କରିଥିଲେ ପରେ କିଛି ଶ୍ରମିକ ପହଞ୍ଚି ପାଟିତୁଣ୍ଡ ହୋଇଛି । ପଥର ଭାଙ୍ଗିବା ଠିକ୍ ନୁହେଁ କିନ୍ତୁ ଏପରି ଲୋକମାନଙ୍କୁ ବିଭ୍ରାନ୍ତ କରିବା ଠିକ୍ ନୁହେଁ ବୋଲି କହିଥିଲେ ।

   Related Posts