ଗୋଷ୍ଠୀ ସଂଘର୍ଷରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ
Published By : Prameya-News7 Bureau | May 05, 2018 IST
ନବରଙ୍ଗପୁର ମୁଣ୍ଡିଗୁଡା ଗାଁରେ ଅଭାବନୀୟ ଘଟଣା | ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ | ମୃତକ ହେଲେ ୫୫ବର୍ଷିୟ ବୈଶାଖୀ ଭତରା | ଜଙ୍ଗଲ ଜମିକୁ ନେଇ ମୁଣ୍ଡିଗୁଡା ଓ ମଲକୀଗୁଡା ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା | ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |