Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବିଭିନ୍ନ ସ୍ଥାନରେ ଗୋଷ୍ଠୀ ସଂଘର୍ଷ, କେଉଁଠି ଜମିବାଡି ବିବାଦ ତ ଆଉ କେଉଁଠି ଶୌଚ ପାଇଁ ମୁହାଁମୁହିଁ

11/06/2021 at 6:41 PM

ଭଦ୍ରକ ୧୧।୬: ଭିନ୍ନ ଭିନ୍ନ ସ୍ଥାନରେ ଗୋଷ୍ଠୀ ସଂଘର୍ଷ । କେଉଁଠି ଜମିବାଡି ବିବାଦ ପାଇଁ ତ କେଉଁଠି ଭାଇ-ଭାଇ ମଧ୍ୟରେ ମାରପିଟ ତ ଆଉ କେଉଁଠି ଫୁଲ ଗଛ ମୂଳରେ ଶୌଚ ଯିବାରୁ ନେଇ ମାରପିଟ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଦଇପୁର ପଞ୍ଚାୟତରେ ଠାକୁରପାଟଣା ଗାଁରେ ଜମିବାଡିକୁ ନେଇ ବିବାଦ ଉପୁଜିଥିଲା । ଗୋଟିଏ ପକ୍ଷ ଘର ତିଆରି କରିବା ବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ଏମିତି କି ମାରପିଟ୍ ବେଳର ଭିଜୁଆଲ କେହି ଭାଇରାଲ କରିଦେଇଥିବା ବେଳେ ଉଭୟ ପକ୍ଷ ତରଫରୁ ଧାମନଗର ଥାନାରେ ଲିଖିତ ଏତଲା ଦିଆଯାଇଛି ।

ଅନ୍ୟ ଏକ ଘଟଣାରେ ରମେଶ୍ଵରପୁର ମଳିକସାହି ନିକଟରେ ଫୁଲ ଗଛ ମୂଳରେ ଶୌଚ କରିବାରୁ ଜମି ମାଲିକ ବିରୋଧ କରିଥିଲେ । ପରେ ଏହି ଘଟଣାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହେବା ସହ ପରିସ୍ଥିତି ଉଗ୍ର ରୂପ ନେଇଥିଲା । ଏନେଇ ଧାମନଗର ଥାନାରେ ମଧ୍ୟ ଏତଲା ଦିଆଯାଇଛି ।

   Related Posts