କଟକ ଯୋବ୍ରା ଚାରିଘରିଆ ଚୁନଭାଟି ଲେନରେ ଗୋଷ୍ଠୀ ସଂଘର୍ଷ;୧୦ଆହତ, ୧୧ଗିରଫ
25/06/2018 at 6:52 AM

କଟକ ଯୋବ୍ରା ଚାରିଘରିଆ ଚୁନଭାଟି ଲେନରେ ଗୋଷ୍ଠୀ ସଂଘର୍ଷ । ୧୦ଆହତ, ୧୧ଗିରଫ । ବିଳମ୍ବିତ ରାତିରେ ୩ପରିବାର ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ପରସ୍ପରକୁ ବୋତଲ ଏବଂ ଢେଲାପଥର ମାଡ କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଇଲାକାରେ ଏବେ ଚାପା ଉତ୍ତେଜନା ରହିଛି ।
Related Posts
ପ୍ରଥମେ ଦୁର୍ବ୍ୟବହାର, ପରେ କ୍ଷମା ମାଗିଲେ ଥାନା ବାବୁ
26 January 2021
ଆଠଗଡ ମହୋତ୍ସବ ପଡିଆରେ ଗଣତନ୍ତ୍ର ଦିବସ ପାଳିତ
26 January 2021
ନିଆଁ ଲାଗି ଜଳିଗଲା ୬ବଖରା ଘର, ୨ଟି ଗୋରୁ ଜୀବନ୍ତ ଦଗ୍ଧ
26 January 2021