ଭଦ୍ରକରେ ଗୋଷ୍ଠୀ ସଂଘର୍ଷ;୪ଜଣ ଆହତ

Published By : Prameya-News7 Bureau | June 18, 2018 IST

ଭଦ୍ରକ ବାସୁଦେବପୁର ବ୍ରାହ୍ମଣୀ ଗାଁରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷରେ ଉଭୟ ପକ୍ଷର ୪ଜଣ ଆହତ ହୋଇଛନ୍ତି । ଦୋକାନରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକ । ଉତ୍ତେଜନା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.