Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ବ୍ରହ୍ମପୁରରେ ଗେ।ଷ୍ଠୀ ସଂଘର୍ଷ ; ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

5/08/2018 at 6:45 AM

ବ୍ରହ୍ମପୁର ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗାଁରେ ଗେ।ଷ୍ଠୀ ସଂଘର୍ଷ ଘଟଣାରେ ୫ ଅଟକ । ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ । ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ସୁରକ୍ଷା ଦୃଷ୍ଟିରୁ ଗାଁରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗତକାଲି ବ୍ରାହ୍ମଣଛାଇ ଗାଁରେ ଗେ।ଷ୍ଠୀ ସଂଘର୍ଷ ହେ।ଇଥିଲା । ସଂଘବଦ୍ଧ ଆକ୍ରମଣରେ ବୁଲୁ ପ୍ରଧାନଙ୍କ ମୃତ୍ୟୁ ହେ।ଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହେ।ଇଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି । ପଞ୍ଚାୟତ ନିର୍ବାଚନ ସମୟର ରାଜନୈତିକ ଶତ୍ରୁତାରୁ ଏହି ଗେ।ଷ୍ଠୀ ସଂଘର୍ଷ ହେ।ଇଥିବା ଜଣାପଡିଛି ।

   Related Posts