ଛପନ ଭୋଗ ବିବାଦ : ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଗାଁରେ ଉତ୍ତେଜନା
9/12/2019 at 10:31 AM

ବରଗଡ ୯।୧୨:ବରଗଡ ଜିଲ୍ଲା ଭଟଲି ଥାନା ରସାଲି ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି । ଜଗନ୍ନାଥ ମନ୍ଦିରରେ ଛପନ ଭୋଗ ପୂଜାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ କାରଣରୁ ଗଣ୍ଡଗୋଳ ହୋଇଛି ।

ଖବର ପାଇ ଘଟଣାସ୍ଥଳକୁ ଯାଇଥିବା ଭଟଲି ଥାନା ଅଧିକାରୀ, ତହସିଲଦାର ଏବଂ ପୋଲିସଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ବରଗଡ ଏଏସପି ଓ ୩ଟି ଥାନାର ଆଇଆଇସି ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021