ଜାଗା ଟିକିଏ ପାଇଁ ଖଣ୍ଡଯୁଦ୍ଧ : ଘର ନିର୍ମାଣକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ, ମାମଲା ଗଲା ଥାନାକୁ

Published By : Prameya-News7 Bureau | May 06, 2021 IST

ଆଠଗଡ ୬।୫: ଜାଗା ଟିକିଏ ପାଇଁ ଖଣ୍ଡଯୁଦ୍ଧ । ଜାଗା ଉପରେ ପାଟିତୁଣ୍ଡ, ଠେଲାପେଲା କଥା ଗଲା ବାଡାବାଡି ଯାଏଁ । ଆଠଗଡ ତାଳଖମା ଗ୍ରାମରେ ଘର ନିର୍ମାଣକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇଛି । କରୋନା ମହାମାରୀ ସମୟରେ ମଣିଷ ଭୁଲି ଯାଉଛି ସବୁକିଛି । ଉଭୟ ପରିବାର ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଥିବା ଆଠଗଡ ପୋଲିସ ସୂଚନା ଦେଇଛି ଏବଂ ତଦନ୍ତ  ଜାରି ରହିଛି ବୋଲି କହିଛନ୍ତି ଆଠଗଡ ଥାନା ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.