Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||

ଗଧିଆ ଓ ଗ୍ରିଜ୍‌ଲି ଭାଲୁ ହେଲେ ମୁହାଁମୁହିଁ, ଚର୍ଚ୍ଚାରେ ଭାଇରାଲ୍‌ ଭିଡିଓ

11/10/2020 at 10:57 PM

ନୂଆଦିଲ୍ଲୀ ୧୧/୧୦: ଗଧିଆ ଓ ଗ୍ରିଜ୍‌ଲି ଭାଲୁ ସାମ୍ନାସାମ୍ନି ହେବାର ଭିଡିଓ ହୁଏତ ଆପଣ ପ୍ରଥମ ଥର ଦେଖିବାକୁ ଯାଉଛନ୍ତି। ଏମିତି ଏକ ଭିଡିଓ ଜଣେ ଓ୍ବାଇଲ୍ଡଲାଇଫ୍‌ ଫଟୋଗ୍ରାଫର ସେୟାର କରିଛନ୍ତି। ଏହା ୟେଲୋଷ୍ଟୋନ୍‌ ଜାତୀୟ ଉଦ୍ୟାନର ବୋଲି ଜଣାପଡ଼ିଛି। ଫଟୋଗ୍ରାଫର ସେଠ୍‌ ରୟାଲ କ୍ରଫ୍ଟ ଏଭଳି ଭିଡିଓ ପାଇବାରେ ସକ୍ଷମ ହୋଇଛନ୍ତି।

ଭିଡିଓ ଅତ୍ୟନ୍ତ ରୋମାଞ୍ଚକର ମନେ ହେଉଥିଲେ ହେଁ ଦୁଇ ଜଙ୍ଗଲୀ ପଶୁଙ୍କ ସାମ୍ନାସାମ୍ନୀ ଭିଡିଓ ମନରେ ଭୟ ସଞ୍ଚାର କରିବ ନିଶ୍ଚୟ। ଭାଲୁଟି ଗଧିଆକୁ ନମ୍ର ଭାବେ ଦେଖୁଥିବା ଦେଖିବାକୁ ମିଳିଛି। ଭାଲୁଟି ଆକାରରେ ଖୁବ ବଡ଼। ଭାଲୁ ଆଗରେ ଗଧିଆ ଛୋଟ। ଭିଡିଓରେ ଏମିତି ଜଣାପଡ଼ୁଛି ଯେ ଗଧିଆ ଜମା ବଡ଼ ଭାଲୁଟିକୁ ଦେଖିପାରୁନାହିଁ।

ବିଶେଷ କରି ପଶୁମାନଙ୍କ ବ୍ୟବହାର ତାଙ୍କ ବୟସ, ଆକାର, ଲିଙ୍ଗ ଓ ଉପସ୍ଥିତ ପଶୁଙ୍କ ସଂଖ୍ୟା ଉପରେ ନିର୍ଭର କରେ। ଏମିତି ହେଲା ଯେ ଗଧିଆ ନିଜ ବାଟରେ ଚାଲିଗଲା। ଦୁଇ ପଶୁ ଖାଦ୍ୟ ସନ୍ଧାନରେ ଥିଲେ। ଗଧିଆ କିଛି ଖୋଜୁଥିବାର ଏହି ଭିଡିଓରେ ଦେଖିପାରିବେ ।

   Related Posts