କାବଡାରାରେ ଗ୍ରେନେଡ୍ ମାଡ

Published By : Prameya-News7 Bureau | January 04, 2020 IST

ଶ୍ରୀନଗର ୦୪।୦୧: ଜାମ୍ମୁ-କାଶ୍ମୀର ଶ୍ରୀନଗର କାବଡାରାରେ ଗ୍ରେନେଡ ମାଡ । କାବାଡାରାରେ ମୁତୟନ ଥିବା ସେନାବାହିନୀଙ୍କ ଉପରକୁ ଗ୍ରେନେଡ ମା଼ଡ ହୋଇଛି । ତେବେ କେଉଁ ସଂଗଠନ ଏହି ଆକ୍ରମଣ କରିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇାହିଁ । ଗ୍ରେନେଡ ଆକ୍ରମଣରେ କୌଣସି ମୃତାହତର ସୂଚନା ନାହିଁ । ଘଟଣାସ୍ଥଳରେ ସେନା ବାହିନୀ ଟିମ୍‌ର ତଦନ୍ତ ଜାରି । ତେବେ ଗତ କିଛି ଦିନ ତଳେ ଜାମ୍ମୁ-କାଶ୍ମୀରର ଶ୍ରୀନଗର ବଜାରରେ ଗ୍ରେନେଡ ମାଡ ହୋଇଥିଲା । ଯେଉଁଥିରେ ଜଣେ ନାଗରିକଙ୍କ ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.