Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

କାବଡାରାରେ ଗ୍ରେନେଡ୍ ମାଡ

4/01/2020 at 1:29 PM

ଶ୍ରୀନଗର ୦୪।୦୧: ଜାମ୍ମୁ-କାଶ୍ମୀର ଶ୍ରୀନଗର କାବଡାରାରେ ଗ୍ରେନେଡ ମାଡ । କାବାଡାରାରେ ମୁତୟନ ଥିବା ସେନାବାହିନୀଙ୍କ ଉପରକୁ ଗ୍ରେନେଡ ମା଼ଡ ହୋଇଛି । ତେବେ କେଉଁ ସଂଗଠନ ଏହି ଆକ୍ରମଣ କରିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇାହିଁ । ଗ୍ରେନେଡ ଆକ୍ରମଣରେ କୌଣସି ମୃତାହତର ସୂଚନା ନାହିଁ । ଘଟଣାସ୍ଥଳରେ ସେନା ବାହିନୀ ଟିମ୍‌ର ତଦନ୍ତ ଜାରି । ତେବେ ଗତ କିଛି ଦିନ ତଳେ ଜାମ୍ମୁ-କାଶ୍ମୀରର ଶ୍ରୀନଗର ବଜାରରେ ଗ୍ରେନେଡ ମାଡ ହୋଇଥିଲା । ଯେଉଁଥିରେ ଜଣେ ନାଗରିକଙ୍କ ମୃତ୍ୟୁ ହୋଇଥିଲା ।

   Related Posts